ଭୁବନେଶ୍ୱର : କରୋନା ଭାଇରସ ସଂକ୍ରମଣରୁ ସୁରକ୍ଷା ନେଇ ଏକ ବଡ ନିଷ୍ପତି ନେଇଛନ୍ତି ରାଜ୍ୟସରକାର । ସରକାରଙ୍କ ନିଷ୍ପତି ଅନୁଯାୟୀ ଆସନ୍ତା କାଲି ସନ୍ଧ୍ୟା ୬ ଟା ପରେ ରାଜଧାନୀ ଭୁବନେଶ୍ୱରର ସମସ୍ତ ହାଟ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିବ । ସକାଳ ୬ ଟା ଠାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ହିଁ ଖୋଲା ରହିବ ହାଟ । ଏହି ହାଟ ଗୁଡିକ ଭିତରେ ରହିଛି ୟୁନିଟ- ୧, ୟୁନିଟ -୨, ଇନ୍ଦ୍ରଧନୁ ମାର୍କେଟ, ରୁଚିକା ମାର୍କେଟ, ଡମଣା ହାଟ । ଏହି ନିୟମ ଆସନ୍ତା ମାର୍ଚ୍ଚ ୩୧ ତାରିଖ ଯାଏଁ ଲାଗୁ ହେବ ଏହି ନିୟମ ।
କରୋନା ସତର୍କତା ନେଇ ବଡ ପଦକ୍ଷେପ ନେଲେ ରାଜ୍ୟ ସରକାର, ସନ୍ଧ୍ୟା ୬ ଟା ପରେ ରାଜଧାନୀର ସମସ୍ତ ହାଟ ବନ୍ଦ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Richardpet on ରାଜ୍ୟ କ୍ୟାବିନେଟ୍ ବୈଠକରେ କରୋନା ଲାଗି ୨୦୦ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜକୁ ମଞ୍ଜୁରି ସୂଚନା
- Rafaelbox on କାମ କରିବାକୁ ଯାଇ ଝିଅ ତାମିଲନାଡ଼ୁରେ ନିଖୋଜ; ଗୁହାରୀ ପରେ ମଧ୍ୟ ଶୁଣୁନି ସରକାର !
- Josephcheap on ଅଗ୍ନିକାଣ୍ଡରେ ୮ ବଖରା ଜଳି ପୋଡ଼ି ପାଉଁଶ !
- Antoniolob on ବଡଦିଅଁ ଅପେକ୍ଷାରେ ବଡଦାଣ୍ଡ
- Antoniolob on ରଥଖଳା ଚଳଚଞ୍ଚଳ, ଦ୍ବିତୀୟ ଭୁଇଁ ଉଠିବ ଆଜି
