ଆଜିଠୁ କଉ ରୁଟ୍‌ରେ ଭୁବନେଶ୍ୱର ଓ କଟକ ଗଡିବ ମୋ ବସ୍ ଜାଣନ୍ତୁ

Odisha Hot News
0 Min Read

ଭୁବନେଶ୍ୱର : ଆଜିଠୁ ଗଡିବ ମୋ ବସ୍‌। ଭୁବନେଶ୍ୱର ବିମାନବନ୍ଦର ଓ ରେଳଷ୍ଟେସନରୁ ମିଳିବ ସେବା। ଭୁବନେଶ୍ୱର ସମେତ କଟକ ଓ ଖୋର୍ଦ୍ଧା ସହରର ଯାତ୍ରୀଙ୍କ ଯାତାୟାତକୁ ନଜରରେ ରଖି ନିର୍ଦ୍ଧିଷ୍ଟ କେତେକ ରୁଟ୍‌ରେ ଏହି ବସ୍‌ ଗଡିବ। ପ୍ରଥମ ପର୍ଯ୍ୟାୟରେ ମୋଟ ୪ଟି ବସ୍‌ ଚାଲିବ। ୨ଟି ବିମାନବନ୍ଦରରେ ୨ଟି ରେଳ ଷ୍ଟେସନରେ ରହିବ। ବସ୍‌ ଭିତରେ ସାମାଜିକ ଦୂରତା ସହ ଯାତ୍ରୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ବିମାନ ଓ ଟ୍ରେନ୍‌ରେ ଆସୁଥିବା ଯାତାୟତକୁ ନଜରରେ ରଖି ମୋ ବସ୍‌ ସେବା ଆରମ୍ଭ କରାଯାଇଛି।

Share This Article