ମାରାଗୁଡ଼ା ଲୋକ ମହୋତ୍ସବ ୨୦୨୫ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ

Odisha Hot News
0 Min Read

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ନେସନାଲ ମହାବିଦ୍ୟାଳୟ ପରିସର ମଧ୍ୟରେ ମାରାଗୁଡ଼ା ଲୋକ ମହୋତ୍ସବ ୨୦୨୫ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିରକୁ ଜିଲ୍ଲା ସଂସ୍କୃତି ପରିଷଦ, ଜିଲ୍ଲା ପ୍ରଶାସନ ଏବଂ ସମବାୟ ବିଭାଗ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଅଛି। ଆଜି ଆନ୍ତତର୍ଜାତିକ ସମବାୟ ବର୍ଷ ପାଳନ ହୋଇଅଛି। ରକ୍ତଦାନ ଶିବିର ରେ ୩୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ କିଶୋର ପରିଡ଼ା ୯୫ ଥର ରକ୍ତଦାନ କରିଛନ୍ତି।

Share This Article