ବାଲେଶ୍ୱର: ସୋର ଥାନା ମାଣିପୁର ଖୁଣ୍ଟା ରାଧାବଲପୁର ଗାଁରେ ଦୁଃଖଦ ଘଟଣା । ଗତକାଲି ଘରୋଇ କଳିରୁ ଯୁବକ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ମୃତ ଯୁବକ ଗାଁର ଭଗବନ ପରିଡ଼ାଙ୍କ ପୁଅ ଜଗବନ୍ଧୁ ପରିଡ଼ା । ସୂଚନାଅନୁଯାୟୀ ଗତ କିଛିମାସ ହେବ ଜଗବନ୍ଧୁ ଏକ ଘରୋଇ ଫାଇନାନ୍ସ କମ୍ପାନୀରୁ କରଜରେ ଅଟୋ ଆଣି ଚଳାଉଥିଲେ । ଗାଡ଼ି କିସ୍ତି ନଦେବାରୁ କମ୍ପାନୀ ଗାଡ଼ି ଟିକୁ ଟାଣି ନେଇଥିଲା । ଯାହା ଦ୍ୱାରା ଭଗବାନ କିଛି ଦିନ ହେବ ମାନସିକ ଭାରସାମ୍ୟ ହରାଇଥିଲେ । ଯାହାଦ୍ୱାରା ଟିକେ ଟିକେ କଥାରେ ଘର ଲୋକଙ୍କ ସାଙ୍ଗରେ ଝଗଡ଼ା କରୁଥିଲା । ଗତକାଲି ରାତିରେ ଘରେ ଝଗଡ଼ା କରି ବିଷ ପିଇ ଆତ୍ମହତ୍ୟା କରିଛି । ପୋଲିସ ଖରବ ପାଇଁ ଘଟଣାସ୍ଥଳରେ ପହଂଚି ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ସୋର ଡ଼ାକ୍ତରଖାନାକୁ ପଠାଇଛି ।
ଜୀବନ ନେଲା ଫାଇନାନ୍ସ କମ୍ପାନୀ; ଗାଡ଼ି ଟାଣି ନେବାରୁ ଭାରସାମ୍ୟ ହରାଇ ଆତ୍ମହତ୍ୟା କଲା ଯୁବକ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- BenitoNelab on କଂଗ୍ରେସ ପ୍ରାର୍ଥୀ ତାଲିକାକୁ ନେଇ ଚର୍ଚ୍ଚା : ଦିଲ୍ଲୀ ଗଲା ପିଇସିରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା
- Oliverbof on ଆଜିର ରାଶିଫଳ
- Anthonytup on ଲକ୍ଡାଉନରେ କୌଣସି କୋହଳ କରାଯିବନି: କେଜରିଓ୍ବାଲ
- Alfonsopotte on ‘ଇନ୍ଟାଞ୍ଜିବଲ କଲ୍ଚରାଲ ହେରିଟେଜ୍’ ତାଲିକାରେ ଓଡ଼ିଶାର ୩ ପରମ୍ପରା
- Billylax on ସକାଳେ ବିଛଣାଛାଡ଼ି ଏସବୁ କାହିଁକି ମନା.
