ବାଲେଶ୍ୱର: ଭୋଗରାଇ ବ୍ଲକ୍ ଥାନା ଛକରେ ବେଆଇନ ଜବରଦଖଲ ଉଛେଦ୍ କଲା ପ୍ରଶାସନ । ବର୍ଷ ବର୍ଷ ଧରି ନିରିହ ଗରିବ ଲୋକ ଦୋକାନ କରି ଜୀବିକା ନିର୍ବାହ କରିଆସୁଥିଲେ । କିନ୍ତୁ ପ୍ରଶାସନ ବିନା ନୋଟିସରେ ଆଜି ବଳ ପ୍ରୟୋଗ କରି ମେସିନ ଲାଗାଇ ଜବରଦଖଲ ଉଚ୍ଛେଦ କରିଛି । ଘଟଣାସ୍ଥଳରେ ଭୋଗରାଇ ତହସିଲଦାର ଉପସ୍ଥିତିରେ ପୋଲିସ ସହାୟତାରେ ଜେସିବି ଲାଗାଇ ଜବରଦଖଲ ହଟାଇଥିଲେ । ପ୍ରଶାସନ ବିନା ନୋଟିସରେ ଏପରି ଜବରଦଖଲ ଉଚ୍ଛେଦ କରୁଥିବାରୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ଭୋଗରାଇ ବ୍ଲକ୍ ଥାନା ଛକରେ ବେଆଇନ ଜବରଦଖଲ ଉଛେଦ୍ କଲା ପ୍ରଶାସନ !
- Advertisement -

Cześć! Mamy ogromną przyjemność powitać Cię na oficjalnej, całkowicie legalnej witrynie Vavada Net PL Casino, stworzonej specjalnie z myślą o polskich graczach! Nasze kasyno znajduje się pod adresem Szwoleżerów 1, 00-467 Warszawa, Polska. Numer telefonu: +48505490512. Możesz je odwiedzać przez całą dobę, 7 dni w tygodniu, i bez żadnych problemów grać na złoty w takie klasyczne gry jak Tetri Mania czy Lucky 81 od 1 grosza!