ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

Odisha Hot News
0 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ୨୦୨୩ ମସିହାରେ ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀନଗର ଅଞ୍ଚଳରେ ରଙ୍କ ସେଠୀ ନାମକ ଜଣେ ବ୍ୟକ୍ତିକୁ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ବାପିନି ସାହୁ ନାମକ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ଜିଲ୍ଲା ଦୌରାଜଜଙ୍କ ଅଦାଲତରେ ଉକ୍ତ ମାମଲାର ବିଚାରଣା ସମାପ୍ତି ଘଟିଛି।

ଉକ୍ତ ମାମଲାରେ ଜେଲ୍ ରେ ବନ୍ଦୀ ଜୀବନ ବିତାଉଥିବା ଅଭିଯୁକ୍ତ ବାପିନିକୁ ମାନ୍ୟବର ଜିଲ୍ଲା ଜଜ୍ ସମସ୍ତ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଆଜୀବନ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି।

Share This Article