ବୈାଦ୍ଧ: ପୁଣି ଓଲିଟିଲା ବସ । ଫଳରେ ୧ ମୃତ ୩୦ ଜଣ ଆହତ ହୋଇଛନ୍ତି । ଏଭଳି ଦୁର୍ଘଟଣା ଘଟିଛି ବୈାଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅନ୍ତର୍ଗତ ଠିଡ଼ିକା ଜୋର ନିକଟରେ । ମୃତକ ହେଲେ ଶାରଦପ୍ରସନ୍ନ ବଲ୍ଲ । ସୂଚନା ମୁତାବକ, ଗତକାଲି ରାତିରେ କଟକରୁ ଖରିଆଡ ରୋଡ ସିନାପାଲି ଯାଉଥିବାବେଳେ ବସ୍ ଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଯାହାଫଳରେ ଜଣେ ଯାତ୍ରୀ ବସ ରେ ଚାପି ହୋଇ ମୃତ୍ୟୁବରଣ କରିଥିବାବେଳେ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେପଟେ ଦୁର୍ଘଟଣାର ଖବରପାଇ ପୁଲିସ, ଦମମଳ ଓ ଆମ୍ବୁଲାନ୍ସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ବୈାଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିବା ଜଣାପଡିଛି ।
ଭାରସାମ୍ୟ ହରାଇ ଓଲିଟିଲା ବସ୍, ୧ ମୃତ ୩୦ ଆହତ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- OttoSmund on ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ଆଉ ୯ ବିଧାନସଭା ଓ ଗୋଟିଏ ଲୋକସଭା ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ।
- Https://Messiahbangor.Org/ on ଭାରତ-ଶ୍ରୀଲଙ୍କା ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍ ଆଜି
- Narkolog na dom_mgKa on କୃଷ୍ଣ ବୁଣିଲେ କଳିମଞ୍ଜି !
- Narkolog na dom_kcOi on ପୁଣି ସଭ୍ୟ ସମାଜ ପାଇଁ ଲଜ୍ୟା ସୃଷ୍ଟି କଲା ଦୁଷ୍କର୍ମ: ବିଧବା ବୃଦ୍ଧାଙ୍କୁ ଅଧରାତିରେ କବାଟ ଭାଙ୍ଗି ଜୋର ଜବରଦସ୍ତ ଦୁଷ୍କର୍ମ !
- Narkolog na dom_auEi on କୃଷ୍ଣ ବୁଣିଲେ କଳିମଞ୍ଜି !
