୨୦୩୦ ସୁଦ୍ଧା ଏଡସ୍ ମୁକ୍ତ ହେବ ମାଲକାନଗିରି ଜିଲ୍ଲା 

Odisha Hot News
1 Min Read

ଭୁବନମେଶ୍ବର: ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆଜି ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଯାଇଛିା ଏହି ଉପଲକ୍ଷେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଏକ ସଚେତନତା ରାଲି ସହର ପରିକ୍ରମା କରି ଏଡସ୍ ସମ୍ବନ୍ଧରେ ସାଧାରଣ ଜନତାଙ୍କୁ ସଚେତନତା କରିଥିଲୋ ଏହି ରାଲିକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସିଏଚ.ଏମ୍‌. ଜଗନ୍ନାଥ ରାଓ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲୋ

ଏହା ପରେ ପରେ ସ୍ୱାସ୍ଥ୍ୟ ବିଭାଗ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ଅନ୍ୟ ଅତିଥିମାନେ ଯୋଗ ଦେଇ ଏଡସର ଭୟାବହତା, ଏହାକୁ କିପରି ରୋକା ଯାଇ ପାରିବ। ଏଡସ୍ ରୋଗୀଙ୍କ ଚିକିତ୍ସା ଇତ୍ୟାଦି ସମ୍ବନ୍ଧରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲୋ ମାଲକାନଗିରି ଜିଲ୍ଲାକୁ ୨୦୩୦ ସୁଦ୍ଧା ଏଡସ୍ ମୁକ୍ତ ଜିଲ୍ଲାଭାବେ ପରିଗଣିତ ହେବ ବୋଲି ଶ୍ରୀ ରାଓ ପ୍ରକାଶ କରିଥିଲୋ

ଆଜିର ଏହି ବିଶ୍ୱ ଏଡସ୍ ଦିବସର ମୁଖ୍ୟ ବାର୍ତ୍ତା ମୋ ସ୍ୱାସ୍ଥ୍ୟ ମୋ ଅଧିକାର। ଏହି ବାର୍ତ୍ତାଟି ଜିଲ୍ଲାର ପ୍ରତ୍ୟେକ ଅଂଚଳରେ ସ୍ବସ୍ଥ୍ୟ ବିଭାଗ ତରଫରୁ ପ୍ରଚାର ପ୍ରସାର କରାଯାଉଛିା

Share This Article