କେନ୍ଦ୍ରରୁ ଫେରିଲେ ଆଇଏଏସ୍ ଅଧିକାରୀ ସଞ୍ଜୀବ ମିଶ୍ର, ବିଜ୍ଞପ୍ତି ପ୍ରକାଶ

Odisha Hot News
0 Min Read

ଭୁବନେଶ୍ୱର: ଓଡିଶା କ୍ୟାଡର୍ ଆଇଏଏସ୍ ଅଧିକାରୀ ସଞ୍ଜୀବ କୁମାର ମିଶ୍ର ଓଡିଶା ଫେରିବେ। ଶ୍ରୀ ମିଶ୍ରଙ୍କୁ ଓଡିଶା ଫେରାଇ ନେବା ପାଇଁ ଆଜି ଭାରତ ସରକାରଙ୍କ କାର୍ମିକ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଶ୍ରୀ ମିଶ୍ର ଏବେ କେନ୍ଦ୍ରରେ ନ୍ୟାସନାଲ ରିକ୍ୟୁଟ୍‌ମେଣ୍ଟ ଏଜେନ୍ସିର ସଚିବ ତଥା ପରୀକ୍ଷା ନିୟନ୍ତ୍ରକ ଭାବେ କାର୍ଯ୍ୟ କରୁଛନ୍ତି। ଓଡିଶା ପ୍ରତ୍ୟାବର୍ତ୍ତନ କରିବା ପରେ ରାଜ୍ୟ ସରକାର ତାଙ୍କୁ ନିଯୁକ୍ତି ପ୍ରଦାନ କରିବେ।

Share This Article