ଭୁବନେଶ୍ୱର : ଡଟ୍ ଫେଷ୍ଟ୍ ର କାଲିଥିଲା ୩ୟ ସନ୍ଧ୍ୟା । ଏହି ସନ୍ଧ୍ୟାରେ ଓଡ଼ିଆ ଝିଅ ସୋନା ମହାପାତ୍ରଙ୍କ ଜଲବା ଡଟ୍ ଫେଷ୍ଟ୍ ରେ ଦେଖିବାକୁ ମିଳିଥିଲା । ସୋନା ହେଉଛନ୍ତି ଜଣେ ବହୁ ଚର୍ଚ୍ଚିତ ବଲିବୁଡ କଣ୍ଠଶିଳ୍ପି । ସେ ନାଲି ରଙ୍ଗର ପୋଷାକ ପିନ୍ଧି ପରୀ ଲୁକ୍ ରେ ସୁଜକଜିତ ହୋଇ ଠିକ୍ ୭ଟା ୪୫ରେ ଷ୍ଟେଜ୍ ଉପରକୁ ଆସିଥିଲେ । ସୋନା କହିଲେ ମୁଁ ଆଜି ମୋ ଘରକୁ ଫେରିଛି ଏବଂ ଘରକୁ ଫେରିବାର ମଜା ନିଆରା । ମୋ ବାପାଙ୍କ ବଦଳି ଯୋଗୁଁ ବହାରେ ରହିବାକୁ ପଡିଲା । କିନ୍ତୁ ମୁଁ ପିଲାବେଳେ ଓଡ଼ିଆ ସକ୍ୁଲରେ ପଢିଛି ଏବଂ ଭୁବନେଶ୍ୱର ସିଇଟି କଲେଜରେ ପାଠ ପଢିଛି । ଏଠାରେ କିନ୍ତୁ ଆଉ ଝୋପଡ ବସ୍ତି ନାହିଁ, ଭୁବନେଶ୍ୱର ବହୁତ ଉନ୍ନତି କରିଗଲାଣି । ଏବଂ ଖୁବ ସୁନ୍ଦର ସହରରେ ପରିଣତ ହୋଇଜାଇଛି । ମୁଁ ଓଡ଼ିଆ ହୋଇଥିବାରୁ ନିଜକୁ ଗର୍ବ କରେ । ସେନା ଓଡ଼ିଆ ଓ ହିନ୍ଦୀ ଗୀତ ସମେତ, ରାଜସ୍ଥାନୀ, ପଂଜାବୀ, ବିହାରି, ଛତିସଗଡ଼ ଭଳି ସଂଗିତ ପରିବେଷଣ କରି ଦର୍ଶକଙ୍କୁ ନଚାଇଲେ ଏବଂ ନିଜେ ବି ନାଚିଲେ । ପ୍ରଥମେ ‘ତୁମ୍ ବିନ୍ ମୋରା ଜିୟା ଲାଗେନା’ ସଙ୍ଗିତଟି ପରିବେଷଣ କରିଥିଲେ । ସେଠାରେ ଥିବା ଦର୍ଶକଙ୍କ ଫରମାଇସ୍ ଥିଲା ‘ରଙ୍ଗ ବତୀ’ ସଗିତଟି । ସୋନା ଏହାକୁ ବି ପରିବେଷର କରି ଦର୍ଶକଙ୍କ ମନ ଜିଣିଥିଲେ । ସେହିପରି ମନ୍ ତେରା ଜୋ ରୋଗ୍ ହୈ…, ଆଜାବେ ଆଜାବେ…, ଦିଲ୍ ଆଜ୍ କଲ୍ ମେରି ସୁନତା ନେହିଁ… ଏହି ଭଳି ଅନେକ ଗୁଡିଏ ସଂଙ୍ଗିତ ଦର୍ଶକଙ୍କ ପାଇଁ ପରିବେଶଣ କରିଥିଲେ । ସୋନା ସେଠାରେ ତାଙ୍କ ସଂଗିତରେ ଶ୍ରୋତାମାନଙ୍କୁ ଅଢେଇ ଘଣ୍ଟା ବିଭୋର କରିଦେଇଥିଲେ ।
ଝୁମିଲେ ଦର୍ଶକ….
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
