ନୂଆଦିଲ୍ଲୀ : ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ବିଜେପିରେ ଯୋଗଦେଲେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ। ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଓଡ଼ିଶା ପ୍ରଭାରୀ ଅରୁଣ ସିଂ ଓ କନକ ବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ସେ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ମିଶିଛନ୍ତି।
ଦଳର ମିଶ୍ରଣ ପର୍ବରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ଉପସ୍ଥିତ ନ ଥିଲେ। ମିଶ୍ରଣ ପର୍ବ ପରେ ଦାମ ଶାହଙ୍କ ବାସଭବନ ଯାଇ ସେଠାରେ ତାଙ୍କୁ ଭେଟିଛନ୍ତି। ଦଳରେ ସାମିଲ ହେବାପରେ ଦାମ ଶାସକ ବିଜେଡି ଉପରେ ବର୍ଷିଛନ୍ତି। ଦଳର ସର୍ବୋଚ୍ଚ ନେତାଙ୍କ ନେତୃତ୍ୱକୁ ସ୍ବୀକାର କରି ଓଡିଶାରେ ଭାଜପାକୁ ମଜଭୁତ କରିବା ପାଇଁ ସେ ଆଗ୍ରହ ପ୍ରକାଶ କରିଛନ୍ତି। ତାଙ୍କୁ ଭାଜପାକୁ ସ୍ବାଗତ କରୁଛୁ ବୋଲି ଧର୍ମେନ୍ଦ୍ର କହିଛନ୍ତି।
ସୂଚନାଯୋଗ୍ୟ , ବିଜେଡିରେ ଥିବା ବେଳେ ବିବାଦୀୟ ତୁଣ୍ଡ ପାଇଁ ଦାମଙ୍କୁ ଅନେକ ଥର ମନ୍ତ୍ରୀପଦରୁ ବାଦ୍ ଦିଆଯାଇଛି । ଏପରିକି ସ୍ୱାମୀ ଛାଡି ଅଙ୍ଗନବାଡି ମନ୍ତବ୍ୟ ଦେବା ପରେ ଦାମଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଥିଲା ବିଜେପି । ଏପରିକି ଦାମ ମଧ୍ୟ ବିଜେପିକୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରସଙ୍ଗ ନେଇ କଟାକ୍ଷ କରି ଆସିଛନ୍ତି । ଏହାପରେ ବ୍ରାହ୍ମଣଙ୍କ ଉଦ୍ଦେଶ୍ୟରେ ଜାତିଆଣ ମନ୍ତବ୍ୟ ଦେଇ ବିବାଦ ଘେରକୁ ଟାଣି ହୋଇ ଆସିଥିଲେ ଦାମ । ଏଥିପାଇଁ ଉଭୟ କଂଗ୍ରେସ ଓ ବିଜେପି ରାଜରାସ୍ତାକୁ ଓହ୍ଲାଇଥିଲେ । ଯେଉଁଥିପାଇଁ ଦାମଙ୍କୁ ପରବର୍ତ୍ତୀ ସମୟରେ ବହୁମୂଲ୍ୟ ମଧ୍ୟ ଦେବାକୁ ପଡିଥିଲା ।

Brazillian facials thumbnail galleriesBig boobed celebritysDisplay top
and bottomStream live anal asain pornHere we cum polarisPregnant swollen vaginaCute faces in cumCervical polyps and
vaginal bleedingHairy cunt girl xnxx Best new adult movies 10Football fistingSouth asian agro industries limitedLowest rate gay male escort nycAdult education central
ohio project managementAdult online dateingVoyeur rtp ex gf https://xvideosfull.cc/ Huge cocks
banging pussySexy free porn without downloadingChurch pavillion and gay marriageGirls sucking girl pussyFree twinks jerking offCelebrian erotica rivendell sexFree sex movie thumbAfter
breast cancer diagnosisJordans titsSuck every night xnxx Voyeur phone sexSexy horny alice wonderlandAction in sex teenMy xgirlfriend
pornMature milf clips 06Pgh strippersChubby dominatrix videosVintage soft clothingPublic orgy thumbs