ଗଞ୍ଜାମ ଜିଲ୍ଲାରେ ଆଇଆଇସି ସ୍ତରରେ ଅଦଳବଦଳ

Odisha Hot News
0 Min Read

ବ୍ରହ୍ମପୁର (କୈଳାଶ ଚଁର ଚୌଧୁରୀ): ଗଞ୍ଜାମ ଜିଲ୍ଲାରେ ଆଇଆଇସି ସ୍ତରରେ ଅଦଳବଦଳ ହୋଇଛି। ବଡ଼ବଜାର ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକଙ୍କୁ ଗୋପାଳପୁର ଥାନାକୁ ବଦଳି ହୋଇଛି। ସେହିପରି ଗୋପାଳପୁର ଥାନା ଅଧିକାରୀ ଶରତ କୁମାର ମହାଲିକଙ୍କୁ ଟ୍ରାଫିକ ଥାନାକୁ ବଦଳି ହୋଇଛି।

ଅନୁରୂପ ଭାବେ ଦିଗପହଣ୍ଡି ଥାନା ଅଧିକାରୀ ବାବା ଶଙ୍କର ସରଫଙ୍କୁ ବଡ଼ ବଜାର ଥାନାକୁ ବଦଳି ହୋଇଛି। ଏବଂ ଟ୍ରାଫିକ ଥାନା ଅଧିକାରୀ ସୌଭାଗ୍ୟ କୁମାର ସ୍ବାଇଁଙ୍କୁ ଟାଉନ ଥାନାକୁ ବଦଳି ହୋଇଛି। ଟାଉନ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ରଙ୍କୁ ଦିଗପହଣ୍ଡି ଥାନାକୁ ବଦଳି ହୋଇଥିବା ସୂଚନା।

Share This Article