ରଥଯାତ୍ରା ସମ୍ପର୍କରେ ଗଜପତି ମହାରାଜାଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ଏବଂ ଆଇନ ମନ୍ତ୍ରୀ

Odisha Hot News
0 Min Read

ଭୁବନେଶ୍ଵର: ରଥଯାତ୍ରାର ସୂଚାରୁ ପରିଚାଳନା ନେଇ ରାଜ୍ୟ ଅତିଥିଭବନ ଠାରେ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ମଧ୍ୟରେ ଆଲୋଚନା ହୋଇଛି। ଭକ୍ତମାନେ କିପରି ସୁବିଧାରେ ରଥ ଟାଣିବେ ଏବଂ ସମସ୍ତ ନୀତି ନିର୍ଦ୍ଧାରିତ ସମୟରେ ସମ୍ପନ୍ନ ହେବ ଏହି ବୈଠକର ମୁଖ୍ୟ ବିଷୟ ଥିଲା।

Share This Article