ପୁରୀ: ପୁରୀ ଶ୍ରୀମନ୍ଦିର ସେବାୟତଙ୍କୁ ସହାୟତା। ପ୍ରତି ସେବାୟତଙ୍କ ପରିବାରକୁ ମିଳିବ ୫ ହଜାର। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସହାୟତା ପ୍ରଦାନ କରାଯାଇଛି। ସେବାୟତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଏହି ଟଙ୍କା ଯିବ । ଲକ୍ଡାଉନରେ ଆର୍ଥିକ ସ୍ଥିତି ବିଗୁଡୁଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସହାୟତା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି।
ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତି ସେବାୟତ ପରିବାରକୁ ୫ ହଜାର
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- vavada_ruEt on ଅବକାରୀ ବିଭାଗର ଚଢାଉ: ଧଳା ପାଉଡ଼ର ଜବତ, ୨ଜଣ ଗିରଫ !
- mostbet_hvSi on ଲକ୍ଡାଉନ୍ରେ ଫସିଲା ପୁଅ: ୧୪୦୦କି.ମି. ସ୍କୁଟି ଚଳାଇ ଘରକୁ ଆଣିଲେ ମା’
- mostbet_xvml on ଲକ୍ଡାଉନ୍ରେ ଫସିଲା ପୁଅ: ୧୪୦୦କି.ମି. ସ୍କୁଟି ଚଳାଇ ଘରକୁ ଆଣିଲେ ମା’
- vavada_bjEt on ରବିଶଙ୍କର ପାଇବେ ୨୯ତମ ‘ଜୟଦେବ ପୁରସ୍କାର’
- plinko_epPr on ଲକ୍ଡାଉନ୍ରେ ଫସିଲା ପୁଅ: ୧୪୦୦କି.ମି. ସ୍କୁଟି ଚଳାଇ ଘରକୁ ଆଣିଲେ ମା’
