ପୁରୀ: ପୁରୀ ଶ୍ରୀମନ୍ଦିର ସେବାୟତଙ୍କୁ ସହାୟତା। ପ୍ରତି ସେବାୟତଙ୍କ ପରିବାରକୁ ମିଳିବ ୫ ହଜାର। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସହାୟତା ପ୍ରଦାନ କରାଯାଇଛି। ସେବାୟତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଏହି ଟଙ୍କା ଯିବ । ଲକ୍ଡାଉନରେ ଆର୍ଥିକ ସ୍ଥିତି ବିଗୁଡୁଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସହାୟତା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି।
ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତି ସେବାୟତ ପରିବାରକୁ ୫ ହଜାର
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- RussellElind on ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତି ମୃତ, ମୃତକଙ୍କ ପରିଚେୟ ଅସ୍ପଷ୍ଟ!
- Geraldfup on ଘରୋଇ କଳିର କରୁଣ ପରିଣତି !
- DouglasFique on ଭାଗ ନଛିଡ଼ିବରୁ ପିଟା ପିଟି !
- MaxwellAxoto on ୟୁଥ ଅଲିମ୍ପିକ୍ସ ହକି: ସହଜ ବିଜୟ ସହ ମହିଳା ଭାରତୀୟ ଦଳର ଅଭିଯାନ
- JosephEloma on ଆଜିର ରାଶିଫଳ
