ୱାସିଂଟନ: କରୋନା ଭାଇରସ୍ ଏବେ ପୂରା ବିଶ୍ବରେ ମୃତ୍ୟୁର ତାଣ୍ଡବ ସୃଷ୍ଟି କରିଥିବା ବେଳେ ଏହାକୁ ରୋକିବା ପାଇଁ କୌଣସି ପ୍ରୟାସ ସଫଳ ହେଉନାହିଁ। କରୋନା ମୁକାବିଲା ପାଇଁ କୌଣସି ଟିକା ବାହାରି ନଥିବାରୁ ଏବେ କେବଳ ସାମାଜିକ ଦୂରତ୍ବ ରକ୍ଷା କରିବା ହିଁ ସବୁଠାରୁ ବଡ଼ ଉପାୟ ପାଲଟିଛି। ଏ ପର୍ଯ୍ୟନ୍ତ ୧୮୫ଟି ରାଷ୍ଟ୍ରରେ ୪୮ ହଜାର ୫ ଶହ ଲୋକଙ୍କ କରୋନା ଭାଇରସ୍ ମହାମାରୀ ଯୋଗୁଁ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଏହି ଭାଇରସ୍ ଯୋଗୁଁ ଆଜି ସୁଦ୍ଧା ପ୍ରାୟ ୯ ଲକ୍ଷ ୭୦ ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ଆମେରିକା, ଇଟାଲି ଏବଂ ସ୍ପେନ୍ରେ ଏହା ଭୟାନକ ସ୍ଥିତି ସୃଷ୍ଟି କରିଥିବା ବେଳେ ଏହି ବୈଶ୍ବିକ ମହାମାରୀର କେନ୍ଦ୍ର ଚୀନ୍ ଏବେ ମହାମାରୀ ନିୟନ୍ତ୍ରଣରେ ସଂପୂର୍ଣ୍ଣ ସଫଳ ହୋଇଥିବା ଦାବି କରିଛି। ଚୀନ୍ରେ ଏ ପର୍ଯ୍ୟନ୍ତ ପ୍ରାୟ ୮୨ ହଜାର ଲୋକ ସଂକ୍ରମିତ ହୋଇଥିବା ବେଳେ ୩୩୦୫ ଲୋକଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଆଜି ଫ୍ରାନ୍ସ ମଧ୍ୟ ମୃତ୍ୟୁ ସଂଖ୍ୟାରେ ଚୀନ୍କୁ ଟପିଯାଇଛି।
ଆମେରିକାରେ ମୃତ୍ୟୁ ସଂଖ୍ୟା ୫ ହଜାର ଅତିକ୍ରମ କରିଯାଇଥିବା ବେଳେ ଇଟାଲିରେ ଏହା ୧୩ ହଜାର ଅତିକ୍ରମ କରିଯାଇଛି। ସ୍ପେନ୍ରେ କରୋନା ଭାଇରସ୍ ଯୋଗୁଁ ଆଜି ସୁଦ୍ଧା ପ୍ରାୟ ୧୦ ହଜାର ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୦ ହଜାରରେ ପହଞ୍ଚିଯାଇଛି। ଇରାନ୍ରେ କରୋନା ମହାମାରୀ ଯୋଗୁଁ ମୃତ୍ୟୁ ସଂଖ୍ୟା ୩ ହଜାର ୨୦୦ ଅତିକ୍ରମ କରିଛି ଏବଂ ପ୍ରାୟ ୫୧ ହଜାର ଲୋକ ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି। ଫ୍ରାନ୍ସରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର ଛୁଇଁଥିବା ବେଳେ ୪ ହଜାର ୩୨ ଜଣ ଏଥିରେ ପ୍ରାଣ ହରାଇଛନ୍ତି। ଫ୍ରାନ୍ସରେ ଇଟାଲି ଭଳି ସ୍ଥିତି ସୃଷ୍ଟି ହେବା ଆଶଙ୍କା କରି ଲୋକେ ଆତଙ୍କିତ ହୋଇ ରହିଛନ୍ତି। ଦକ୍ଷିଣ କୋରିଆରେ କରୋନା ୧୭୦ ଲୋକଙ୍କ ଜୀବନ ନେଇଥିବା ବେଳେ ପ୍ରାୟ ୧୦ ହଜାର ଲୋକ ଏଥିରେ ସଂକ୍ରମିତ ହୋଇଛନ୍ତି। କରୋନା ଏବେ ୟୁରୋପ ଏବଂ ଆମେରିକାରେ ଯେଭଳି ବିପର୍ଯ୍ୟୟ ସୃଷ୍ଟି କରିଛି ତାହା ଜାରି ରହିଲେ ୩ ସପ୍ତାହ ମଧ୍ୟରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ଟପିବା ଆଶଙ୍କା କରାଯାଉଛି। ୟୁରୋପ୍ରେ ପ୍ରାୟ ୩୦ ହଜାର ଲୋକ କରୋନାରେ ପ୍ରାଣ ହରାଇଛନ୍ତି। ଫ୍ରାନ୍ସରେ କରୋନା ମୃତ୍ୟୁ ସଂଖ୍ୟା ଚୀନ୍କୁ ଟପିଥିବାରୁ ଏବେ ସେଠାରେ କଟକଣା ସର୍ବାଧିକ ରହିଛି। ଜର୍ମାନୀରେ ୮ ଶହ ଏବଂ ନେଦରଲ୍ୟାଣ୍ଡରେ ୧୨ ଶହ ଲୋକଙ୍କ ମୃତ୍ୟୁ ଘଟିଛି। ବ୍ରିଟେନରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୩୦ ହଜାର ଛୁଇଁବାକୁ ଯାଉଛି। ଦେଶର ସବୁ ଅଂଚଳରେ କରୋନାର ପ୍ରକୋପ ଦେଖିବାକୁ ମିଳିଥିବା ବେଳେ ବ୍ରିଟେନ୍ରେ ଏ ପର୍ଯ୍ୟନ୍ତ କରୋନାରେ ୨୩ ଶହ ଲୋକଙ୍କ ମୃତ୍ୟୁ ଘଟିଲାଣି। ରୁଷ୍ରେ ଏବେ ସଂପୂର୍ଣ୍ଣ ଲକ୍ଡାଉନ୍ କାର୍ଯ୍ୟକାରୀ ହୋଇଛି । ରୁଷ୍ରେ ୪୦୦୦ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩୦ରେ ରହିଛି।

лента стальная упаковочная лента нихромовая х20н80
Tivat rent car center https://rent-a-car-tivat-airport.com
сериалы качестве бесплатно сверхъестественное смотреть
сайт для организации свадьбы свадебное агентство москва
агентство по организации свадеб организация дня свадьбы
стоматология метро эстетическая стоматология
Любишь рыбалку и азарт? big bass популярный онлайн-слот с рыболовной тематикой. Бонусные фриспины, ловля символов и множители создают динамичный геймплей с шансом на крупные выигрыши и увлекательную атмосферу.
Лучшие слоты онлайн https://sugar-rush-slot.top красочный слот с цепными выигрышами и накопительными множителями. Игра отличается простым управлением, ярким дизайном и высоким потенциалом выигрыша при удачных комбинациях.
Делаешь ставки? ставки на бои без правил аналитика поединков, прогнозы, коэффициенты букмекеров и разборы боев. Следите за предстоящими турнирами, статистикой бойцов и делайте ставки на главные события мира единоборств.
Продажа и установка камеры видеонаблюдения калининград. Современные системы безопасности для квартир, домов, магазинов и складов. Настройка удалённого доступа, запись видео и круглосуточный контроль объекта.
Быстрая профессиональная монтаж видеонаблюдения для квартир, домов, офисов и коммерческих объектов. Проектирование, монтаж и настройка систем безопасности, удалённый доступ, запись видео и контроль в реальном времени. Надёжные решения для защиты имущества и контроля территории.
Steam Desktop Authenticator https://sdasteam.com (SDA). It allows you to generate account login codes and automatically confirm trades or item sales on the Community Market without using your smartphone.
Everything for Minecraft http://www.topminecraftworldseeds.com in one place: mods, skins, maps, texture packs, and the best seeds for survival, creativity, and adventure. Collections of popular add-ons, installation instructions, updates, and secure downloads for different versions of the game.
Everything for Minecraft https://topminecraftworldseeds.com/ in one place: mods, skins, maps, texture packs, and the best seeds for survival, creativity, and adventure. Collections of popular add-ons, installation instructions, updates, and secure downloads for different versions of the game.