ଶ୍ରୀନଗର:ସକାଳ ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ବଡ୍ଗାମ୍ ଅଞ୍ଚଳରେ ଭାରତୀୟ ବାୟୁସେନାର ଗୋଟିଏ ମିଗ୍-୨୧ ବାଇସନ୍ ବିମାନ ଦୁର୍ଘଟନାଗ୍ରସ୍ତ ହୋଇଛି। ୧୦:୫ରେ ବଡ୍ଗାମ୍ର ଗାରେନ୍ଦ୍ କଲାନ୍ ଗ୍ରାମ ନିକଟ ଏକ ଖୋଲା ପଡ଼ିଆରେ ଏହି ଜେଟ୍ ବିମାନଟି ଦୁର୍ଘଟନାଗ୍ରସ୍ତ ହୋଇଥିଲା।ଖବର ଅନୁସାରେ, ଦୁର୍ଘଟନାରେ ଦୁଇ ଜଣ ପାଇଲଟ୍ ମରିଛନ୍ତି। ପୁଲିସ ଘଟନାସ୍ଥଳକୁ ଯାଇଛି।ଦୁର୍ଘଟନାର କାରଣ ଜାଣିବାକୁ ଭାରତୀୟ ବାୟୁସେନାର ବୈଷୟିକ ଦଳ ସେଠାରେ ପହଞ୍ଚିବେ ବୋଲି ବଡ୍ଗାମ୍ ଏସ୍ଏସ୍ପି କହିଛନ୍ତି।
କଶ୍ମୀରର ବଡ୍ଗାମ୍ ଠାରେ ଭାରତୀୟ ବାୟୁସେନା ବିମାନ ଦୁର୍ଘଟନାଗ୍ରସ୍ତ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- AlecMag on ଭାଗ ନଛିଡ଼ିବରୁ ପିଟା ପିଟି !
- DavidSaipt on କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା ସହ ମାର୍ଚ୍ଚ ୩୧ ତାରିଖ ଯାଏଁ ସବୁ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି
- Michaelgedly on ଆଜିର ରାଶିଫଳ
- JerryTuP on କଂଗ୍ରେସ ପ୍ରାର୍ଥୀ ତାଲିକାକୁ ନେଇ ଚର୍ଚ୍ଚା : ଦିଲ୍ଲୀ ଗଲା ପିଇସିରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା
- RogerAbipt on ପିଠା ଯୋଜାନର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ସେପଟେ ନବୀନଙ୍କ ଘୋଷଣା ମଧୁବାବୁ ପେନସନ ଯୋଜନାରେ ଆଉ ୫ ଲକ୍ଷ ହିତାଧିକାରୀ ହେବେ ସାମିଲ !
