କେନ୍ଦ୍ରାପଡା; ପରକ୍ରୀୟା ପ୍ରତିକୁ ନେଇ ଦୁଇ ପରିବାର ମଧରେ ଚାଲିଲା ଛୁରାମାଡ । ତେବେ ଏହି ଛୁରାମାଡରେ ଜଣଙ୍କର ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ରାଜକନିକାରେ । ମୃତକ ହେଲେ ବିନୋଦ ବାଇ । ସେପଟେ ଏହି ଘଟଣା ସବୁ କ୍ୟାମେରା କଏ ଦ ହୋଇଛି । ସୂଚନା ମୁତାବକ, ବିନୋଦ ବାଇଙ୍କ ପରିବାରର ମହିଳାଙ୍କ ସହ ସୁରଜିତ ବାଇଙ୍କ ଅନୈତିକ ସମ୍ପର୍କ ରହିଥିଲା । ଯାହାକୁ ବିରୋଧ କରି ଆସୁଥିଲେ ବିନୋଦ । ଏନେଇ ଗୁରୁବାର ଦିନ ଉଭୟ ପରିବାର ମଧ୍ୟରେ ମାଡପିଟ ହୋଇଥିଲା । ଏହାସହିତ ବିନୋଦଙ୍କୁ କାଠ ଫାଳିଆରେ ଆକ୍ରମଣ କରିଥିଲେ ସୁରଜିତଙ୍କ ପରିବାରଲୋକ । ଆଉ ଗଣ୍ଡଗୋଳ ଭିତରେ ବିନୋଦଙ୍କୁ ଛୁରାମାଡ କରିଥିଲେ ସୁରଜିତ ବାଇ । ଫଳରେ ଘଟଣାସ୍ଥଳରେ ହିଁ ଟଳିପଡିଥିଲେ ବିନୋଦ । ଏପରିକି ତାଙ୍କ ପେଟରୁ ଅନ୍ତବୁଜୁଳା ବାହାରି ଆସିଥିଲା । ସେପଟେ ଖବର ପାଇ ପୋଲିସ ଗାଁଦାଣ୍ଡରୁ ମୃତଦେହକୁ ଉଦ୍ଧାର କରି ମେଡିକାଲ ପଠାଇଥିବାବେଳେ ଏହି ମାମଲାର ତଦନ୍ତ ଜାରି ରଖିଛି ।
ପରକ୍ରିୟା ପ୍ରିତି କୁ ନେଇ ଛୁରାମାଡ ! ଜଣେ ମୃତ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- JeremyBiole on ଉତ୍ତର ପ୍ରଦେଶର ୧୨ସହିଦ ଯବାନଙ୍କ ଘରକୁ ମିଳିବ ୨୫ ଲକ୍ଷ ଟଙ୍କା !
- Vivod iz zapoya na domy_awpl on ପାକିସ୍ତାନରୁ ଫେରିବା ପରେ ସୁଷମାଙ୍କୁ ଭେଟିଲେ ଅନସାରୀ ।
- aviator_oeKi on ପ୍ରେମ ବିବାହକୁ ନେଇ ଗାଁରେ ବସିଲା କଙ୍ଗାରୁକୋର୍ଟ: ଶଳା ବାହାଘର ଭିଣାଇକୁ ଦଣ୍ଡ !
- Vivod iz zapoya na domy_aupl on କଂଗ୍ରେସର ପରିବର୍ତ୍ତନ ସମାବେଶରେ ରାହୁଲ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ କଲେ !
- mostbet_hmMa on ଭାଜପାକୁ ଝଟକା: ରାଜ୍ୟ ଉପସଭାପତି ରାଜକିଶୋର ଦାସ ଛାଡ଼ିଲେ ଦଳ
