କେନ୍ଦ୍ରାପଡା; ପରକ୍ରୀୟା ପ୍ରତିକୁ ନେଇ ଦୁଇ ପରିବାର ମଧରେ ଚାଲିଲା ଛୁରାମାଡ । ତେବେ ଏହି ଛୁରାମାଡରେ ଜଣଙ୍କର ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ରାଜକନିକାରେ । ମୃତକ ହେଲେ ବିନୋଦ ବାଇ । ସେପଟେ ଏହି ଘଟଣା ସବୁ କ୍ୟାମେରା କଏ ଦ ହୋଇଛି । ସୂଚନା ମୁତାବକ, ବିନୋଦ ବାଇଙ୍କ ପରିବାରର ମହିଳାଙ୍କ ସହ ସୁରଜିତ ବାଇଙ୍କ ଅନୈତିକ ସମ୍ପର୍କ ରହିଥିଲା । ଯାହାକୁ ବିରୋଧ କରି ଆସୁଥିଲେ ବିନୋଦ । ଏନେଇ ଗୁରୁବାର ଦିନ ଉଭୟ ପରିବାର ମଧ୍ୟରେ ମାଡପିଟ ହୋଇଥିଲା । ଏହାସହିତ ବିନୋଦଙ୍କୁ କାଠ ଫାଳିଆରେ ଆକ୍ରମଣ କରିଥିଲେ ସୁରଜିତଙ୍କ ପରିବାରଲୋକ । ଆଉ ଗଣ୍ଡଗୋଳ ଭିତରେ ବିନୋଦଙ୍କୁ ଛୁରାମାଡ କରିଥିଲେ ସୁରଜିତ ବାଇ । ଫଳରେ ଘଟଣାସ୍ଥଳରେ ହିଁ ଟଳିପଡିଥିଲେ ବିନୋଦ । ଏପରିକି ତାଙ୍କ ପେଟରୁ ଅନ୍ତବୁଜୁଳା ବାହାରି ଆସିଥିଲା । ସେପଟେ ଖବର ପାଇ ପୋଲିସ ଗାଁଦାଣ୍ଡରୁ ମୃତଦେହକୁ ଉଦ୍ଧାର କରି ମେଡିକାଲ ପଠାଇଥିବାବେଳେ ଏହି ମାମଲାର ତଦନ୍ତ ଜାରି ରଖିଛି ।
ପରକ୍ରିୟା ପ୍ରିତି କୁ ନେଇ ଛୁରାମାଡ ! ଜଣେ ମୃତ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- aviator_zdSn on ଆଜିର ରାଶିଫଳ
- JeremyBiole on କାମ ଦେଲାନି ମୋଦୀ ଯାଦୁ : ପଞ୍ଚମ ଥର ନବୀନ; ବିଜେପି ନିଷ୍ପ୍ରଭ, ମାଟି କାମୁଡ଼ିଲା କଂଗ୍ରେସ
- 1win_rsMn on Architecture beach blue chairs
- 1win_lhOa on କାଳ ସାଜିଲା ତୀର୍ଥ ଭ୍ରମଣ; ରାତିଅନିଦ୍ରା ହୋଇ ଗାଡ଼ି ଚଲାଉଥିବା ବେଳେ ଘଟିଲା ଦୁର୍ଘଟଣା, ଘଟଣାସ୍ଥଳରେ ୪ମୃତ, ୧୧ ଆହତ !
- 1win_guOa on ବାଙ୍କୀରେ ଡବଲ୍ ମର୍ଡର : ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା
