ଭୁବନେଶ୍ୱର : ବିଜେପିରୁ ଇସ୍ତପା ଦେଲେ ରାଉଲକେଲା ବିଧାୟକ ଦିଲିପ ରାୟ । ଆଜି ବାଚଷ୍ପତିଙ୍କୁ ଦିଲିପ ରାୟ ଭେଟି ଇସ୍ତପା ପତ୍ର ପ୍ରଦାନ କରିଛନ୍ତି । ଏହି ଇସ୍ତପା ପତ୍ରକୁ ବାଚଷ୍ପତି ଗ୍ରହଣ କରିଛନ୍ତି । । ଦିଲୀପ ରାୟ ନୀତିନିୟମ ଅନୁସାରେ ଇସ୍ତଫା ଦେଇଛନ୍ତି ବୋଲି ବାଚଷ୍ପତି କହିଛନ୍ତି । ଏ ନେଇ ନିର୍ବାଚନ କମିଶନଙ୍କୁ ମଧ୍ୟ ଜଣାଇ ଦିଆଯାଇଛି । ବିଧାୟକ ପଦ ଛାଡ଼ିବା ସହ ବିଜେପି ଦଳ ମଧ୍ୟ ଛାଡ଼ିଛନ୍ତି। ସେହିପରି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କୁ ଇ-ମେଲ୍ ଯୋଗେ ତାଙ୍କ ଇସ୍ତଫାପତ୍ର ପଠାଇଥିବା ଜଣାପଡ଼ିଛି । ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣରେ ବିଳମ୍ବ ଓ ଆଇଜିଏଚକୁ ସୁପରସ୍ପେଶାଲିଷ୍ଟ ହସ୍ପିଟାଲ୍ ପ୍ରତିଶ୍ରୁତି ପୂରଣ ନ ହେବା ନେଇ ଦିଲୀପ ବିଜେପି ଉପରେ କ୍ଷୁବ୍ଧ ଥିଲେ, ଏହା ତାଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି । ଉଭୟ ବିଧାୟକ ପଦ ଓ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ନେଇ ସେ ଏକ ଟ୍ୱିଟ୍ କରି ଜଣାଇଛନ୍ତି।
ବିଜେପିକୁ ବାଏ ବାଏ କଲେ ଦିଲିପ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
