ରାଉରକେଲା : କେନ୍ଦ୍ରୀୟ ଅବକାରୀ ବିଭାଗର ଡେପୁଟି କମିଶନର ଆସିକ ଜମାଲଙ୍କ ରାଉରକେଲାସ୍ଥିତ ଘର ଓ କାର୍ଯ୍ୟାଳୟରେ ଆଜି ସିବିଆଇ ଚଢ଼ଉ କରିଛି । ରାଉରକେଲା ସେକ୍ଟର ୬ରେ ଥିବା ସି-81 କ୍ୱାଟର୍ସରେ ଝାଡ଼ଖଣ୍ଡରୁ ଆସିଥିବା ସିବିଆଇ ଟିମ୍ ଚଢ଼ଉ କରି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି । .କେଉଁ ମାମଲାରେ ଆସିକ ଜମାଲଙ୍କ ଘରେ ରେଡ୍ ଚାଲିଛି, ତାହା ସ୍ପଷ୍ଟ ହୋଇନାହିଁ । ତେବେ ମିଳିଥିବା ସୂଚନା ଅନୁଯାୟୀ, ଝାଡ଼ଖଣ୍ଡର ଏକ ଦୁର୍ନୀତି ମାମଲାରେ ସିବିଆଇ ଏହି ପଦକ୍ଷେପ ନେଇଛି । ଆସିକ ଏହାପୂର୍ବରୁ ମହାରାଷ୍ଟ୍ରରେ କାର୍ଯ୍ୟରତ ଥିବା ବେଳେ ସେଠାରେ ତାଙ୍କ ବିରୋଧରେ କୌଣସି ମାମଲାରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଏହାପରେ ଗତ ୬ ମାସ ହେବ ତାଙ୍କର ରାଉରକେଲାକୁ ବଦଳି ହୋଇଥିଲା।
ଡେପୁଟି କମିଶନରଙ୍କ ଘରେ ସିବିଆଇ ରେଡ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Billypab on ପାଗଳ କରିଛି ଧନୀ ହେବା ନିଶା; ବିଶାକ୍ତ ସାପ ପଛରେ ଧାଇଁଛନ୍ତି ଶହ ଶହ ଯୁବକ !
- MichaelAttic on ଆରମ୍ଭ ହେଲା ‘ରକ୍ଷକ’ କାର୍ଯ୍ୟକ୍ରମ
- SterlingLearl on କାଳ ସାଜିଲା ତୀର୍ଥ ଭ୍ରମଣ; ରାତିଅନିଦ୍ରା ହୋଇ ଗାଡ଼ି ଚଲାଉଥିବା ବେଳେ ଘଟିଲା ଦୁର୍ଘଟଣା, ଘଟଣାସ୍ଥଳରେ ୪ମୃତ, ୧୧ ଆହତ !
- Kensic on ଆରମ୍ଭ ହେଲା ‘ରକ୍ଷକ’ କାର୍ଯ୍ୟକ୍ରମ
- pinup_noPr on Live Tv
