ବ୍ରହ୍ମପୁର: ବ୍ରହ୍ମପୁର ତପ୍ତପାଣି ଘାଟିରେ ଓଲଟିଲା ପିକ୍ନିକ୍ ବସ୍ । ଭାରସାମ୍ୟ ହରାଇ ବସ ଓଲଟି ପଡିଥିବା ବେଳେ ୨୫ ଜଣରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ଆହତ ହୋଇଛନ୍ତି । ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ପିକନିକରୁ ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଛି । ଦୁର୍ଘଟଣା ପ୍ରରେ ଡ୍ରାଇଭର ଫେରାର ହୋଇଯାଇଛି । ଗତକାଲି ରେଭେନ୍ସାର ଏମସିଏ ଛାତ୍ରଛାତ୍ରୀ ପିକନିକ କରିବାକୁ ଯାଇଥିଲେ । ପିକନିକ ସାରି ଫେରୁଥିବା ବେଳେ ଭାରସାମ୍ୟ ହରାଇ ଘାଟି ତଳକୁ ଓଲଟି ପଡିଥିଲା ବସ । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା।
ରେଭେନ୍ସା ବିଶ୍ୱବିଦ୍ୟାଳୟର ପିକ୍ନିକ୍ ବସ୍ ଓଲଟି ୨୫ରୁ ଅଧିକ ଛାତ୍ରଛାତ୍ରୀ ଆହତ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
