ବେଙ୍ଗାଲୁରୁ,୨୧।୧୧: କର୍ଣ୍ଣାଟକର ପିଆଜ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। କାରଣ ଏବେ ଏଠି ପିଆଜ କିଲୋ ପ୍ରତି ଦାମ୍ ରହିଛି ୧ଟଙ୍କା। ଗତ ସପ୍ତାହେ ତଳେ ଏଠାରେ ପିଆଜ କ୍ୱିଣ୍ଟାଲ ୫ଶହ ଟଙ୍କା ଥିବା ବେଳେ ମାତ୍ର ଗୋଟିଏ ଦିନରେ ଏହା ୨ଶହ ଟଙ୍କାକୁ ଖସି ଆସିଥିଲା। ଏବେ ଶହେ ଟଙ୍କାରେ ୧କ୍ୱିଣ୍ଟାଲ ପିଆଜ ବିକ୍ରି ହେଉଥିବା ଚାଷୀ କହିଛନ୍ତି। ବିଶେଷ କରି ବେଲ୍ଗାମ, ବିଜାପୁର, ବାଗଲକୋଟ, ଧାରଓ୍ବାଡ, ହାବେରି, ଗଡଗ, ଦେବନଗରୀ, ଚିତ୍ରଦୁର୍ଗା ଆଦି ଅଞ୍ଚଳରେ ଅଧିକ ପରିମାଣରେ ପିଆଜ ଚାଷ କରାଯାଉଥିବାରୁ ଏଠାରେ ଚାଷୀ ଉଚିତ୍ ମୂଲ୍ୟ ନ ପାଇ ଏବେ ଚିନ୍ତାରେ ପଡିଯାଇଛନ୍ତି। କର୍ଣ୍ଣାଟକରୁ କେରଳ ଓ ତାମିଲନାଡୁକୁ ବହୁ ପରିମାଣରେ ପିଆଜ ବିକ୍ରି କରାଯାଏ। ହେଲେ ଏଥର ଟ୍ରକ୍ ଚଳାଚଳ ବନ୍ଦ ଥିବାରୁ ପିଆଜ ଦାମ୍ କମିଯାଇଥିବା ଚାଷୀ କହିଛନ୍ତି। ଏପଟେ ଆମଦାନୀ ଅଧିକ ହୋଇଥିବାରୁ ମୂଲ୍ୟ ହ୍ରାସ ପାଇଥିବା କୁହାଯାଉଛି। ତେଣୁ ଚାଷୀ ହାଟକୁ ପିଆଜ ନେଇ ବିକ୍ରି ପାଇଁ ଗଲେ ସୁଦ୍ଧା ତା’ର କ୍ଷେତ ଖର୍ଚ୍ଚ ତ ଦୂରର କଥା ଗାଡି ଖର୍ଚ୍ଚ ଉଠୁ ନ ଥିବା କୁହନ୍ତି।
କର୍ଣ୍ଣାଟକରେ ପିଆଜ କିଲୋ ୧ଟଙ୍କା
- Advertisement -
Stay Connected
Comment
- Kak naiti cheloveka po nomery telefona_qisr on ନୟାଗଡ ର୍ନିବାଚନମଣ୍ଡଳୀରୁ ପ୍ରଚାର ମୈଦାନକୁ ଓହ୍ଲାଇଲେ ନବୀନ
- Ronaldwed on ୪୦ ଡିଗ୍ରି ଉପରେ ୯ ସହର
- Kak naiti cheloveka po nomery telefona_thsr on ଲକ୍ଡାଉନ୍ରେ ଫସିଲା ପୁଅ: ୧୪୦୦କି.ମି. ସ୍କୁଟି ଚଳାଇ ଘରକୁ ଆଣିଲେ ମା’
- Santiagobip on ଆଜିର ରାଶିଫଳ
- TimothyNew on ୫୦୦ ଏଏସ୍ଓ ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Dbamy o to, aby każdy gracz czuł się bezpiecznie i komfortowo. Oferujemy popularne metody płatności, takie jak Blik, Przelewy24, Skrill czy karty VISA/Mastercard, z minimalnym depozytem wynoszącym zaledwie 40 zł. Wypłaty w kasynie Slotica PL realizujemy błyskawicznie – zazwyczaj w ciągu 24 godzin. Zapewniamy także całodobowe wsparcie w języku polskim, dostępne przez czat online lub e-mail.
Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników. Opierając się na naszym doświadczeniu, platforma wyróżnia się szybkim działaniem i różnorodnością treści. Vavada Polska jest chętnie wybierana w Polsce przez szeroki wybór gier i bonusów.