ଭୁବନେଶ୍ୱର : ବଳକା ଥିବା ଆସନ ଗୁଡିକ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ବଳକା ଥିବା ୨ଟି ଲୋକସଭା ଓ ୭ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ଏହି ଆସନ ଗୁଡିକ ପାଇଁ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ ଆଜି ପ୍ରାର୍ଥୀ ତାଲିକାରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ |
ଲୋକସଭା
କେନ୍ଦୁଝର – ଚନ୍ଦ୍ରାଣୀ ମୁର୍ମୁ
ଢେଙ୍କାନାଳ- ମହେଶ ସାହୁ
ବିଧାନସଭା
ଭୁବନେଶ୍ୱର ଉତ୍ତର- ସୁଶାନ୍ତ କୁମାର ରାଉତ
ଭୁବନେଶ୍ୱର ମଧ୍ୟ- ଅନନ୍ତ ଜେନା
ଯାଜପୁର- ପ୍ରଣବ ପ୍ରକାଶ ଦାଶ
କୋରେଇ- ଅଶୋକ ବଳ
ପାଲଲହଡ଼ା- ମୁକେଶ ପାଲ
ଖଣ୍ଡପଡ଼ା- ସୌମ୍ୟ ରଞ୍ଜନ ପଟ୍ଟନାୟକ
ଆଠମଲ୍ଲିକ – ରମେଶଚନ୍ଦ୍ର ସାଇ