ଭୁବନେଶ୍ୱର : ୩ ବିଜେପି ନେତାଙ୍କୁ କମିସନରେଟ ପୁଲିସ ପକ୍ଷରୁ ସମନ କରାଯାଇଛି । ନକଲି ଗୁଇନ୍ଦା ରିପୋର୍ଟକୁ ନେଇ ପ୍ରେସମିଟ କରିଥିବାରୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ସମୀର ମହାନ୍ତି,ଗୋଲକ ମହାପାତ୍ର ଓ ଟଙ୍କଧର ତ୍ରିପାଠୀଙ୍କୁ ନୋଟିସ କରାଯାଇଛି । ଆସନ୍ତାକାଲି ଖାରବେଳନଗର ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି । ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଗୁଇନ୍ଦା ରିପୋର୍ଟକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ ପରେ ଗତକାଲି ବିଜେପିକୁ ଘେରିଲା ବିଜେଡି । କର୍ଣ୍ଣାଟକରୁ ଚିଠି ଆଣି ବିଜେପି ଗୁଇନ୍ଦା ରିପୋର୍ଟ କହୁଥିବା ଶାସକ ଦଳ ଅଭିଯୋଗ କରିଛି । ଭାଇରାଲ୍ ହୋଇଥିବା ଚିଠିରେ କୁହାଯାଇଛି ହିଞ୍ଜିଳି ଆସନଟି ମୁଖ୍ୟମନ୍ତ୍ରୀଙ୍କ ପାଇଁ ସୁରକ୍ଷିତ ନୁହେଁ ।
ବିଜେପି ନେତାଙ୍କୁ କମିସନରେଟ ପୁଲିସର ସମନ ।
Leave a Comment
Leave a Comment
- Advertisement -
Stay Connected
Comment
- MelvinPax on ଘରୋଇ କଳିର କରୁଣ ପରିଣତି !
- Marvinbew on ଭୁବନେଶ୍ୱରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପିଟିଲେ, ଆଜି କେନ୍ଦ୍ରାପଡ଼ାରେ ରାଜରାସ୍ତାରେ ହାଣିଲେ !
- JerryTuP on Architecture beach blue chairs
- RolandBef on ବିଧାନସଭା ପରେ ରାଜମହଲ,ବାପୁଜୀନଗର ଏବଂ ଜନପଥ ଅଞ୍ଚଳରେ ଚାଲିଛି ସାନିଟାଇଜେସନ
- Emanuelnen on ବନବିଭାଗ ଓ ଚୋରା କାଠ ମାଫିଆଙ୍କ ଇଏ କି ସମ୍ପର୍କ !
