ମାର୍ଚ୍ଚ ୧୦ତାରିଖ ୨୦୧୯ମସିହା (ରବିବାର)
କାଳବେଳା -ଦିବା ଘ୦୭/୩୦ମଧ୍ୟେଓ ଘ୦୪/୨୫ ଗତେ ଘ୦୫/୫୫ମଧ୍ୟେ
ବାରବେଳା-ଦିବା ଘ୦୧/୩୦ ଗତେ ଘ୦୨/୫୮ମଧ୍ୟେ
ଅମୃତବେଳା – ଦିବା
ଘ୦୭/୩୫ ଗତେ ଘ୦୮/୫୬ମଧ୍ୟେ ଓ ରାତ୍ରି ଘ୦୮/୫୨ ଗତେ ଘ୧୦/୨୫ମଧ୍ୟେ
ମାହେନ୍ଦ୍ର ବେଳା- ଦିବା
ଘ୦୮/୫୮ ଗତେ ଘ୧୦/୧୯ମଧ୍ୟେ ଓ ରାତ୍ରି ଘ୦୭/୨୪ ଘ୦୮/୫୦ମଧ୍ୟେ
ମେଷ : ଆଜି ଘାତବାର ଥିବାରୁ ନିଜ ଲୋକଙ୍କ ସାଂଗରେ ତିକ୍ତତା ଓ ଦେହପୀଡା ଅନୁଭବ କରିବେ । ଆପଣ ଆଜି ଦୁଃଖ ଅନୁଭବ କରିବାସହ ଅନ୍ୟ ଉପରେ କ୍ରୋଧ କରିପାରନ୍ତି । ମନେ ରଖନ୍ତୁ କେବଳ ଥଣ୍ଡା ମିଜାସରେ ଆପଣଙ୍କ ପରିସ୍ଥିତିକୁ ସମ୍ଭାଳି ପାରିବେ ।
ବୃଷ : ଆଜି ଆପଣଙ୍କୁ ନିଜ କାର୍ଯ୍ୟ ଏବଂ ଘରର ଛୋଟ ଛୋଟ ଅସୁବିଧା ଗୁଡ଼ିକୁ ସମାଧାନ କରିବା ପାଇଁ ନିଜର ଚ଼ତୁରତା ଏବଂ ବୁଦ୍ଧିର ବ୍ୟବହାର କରିବା ଉଚ଼ିତ୍ । ଦିନଟି ଆପଣଙ୍କ ପାଇଁ ଏକ ପ୍ରକାର ଅନୁକୂଳରହିଲେ ମଧ୍ୟ ସମସ୍ୟା ପ୍ରଦହେବ।
ମିଥୁନ : ଆପଣଙ୍କ ସାହସ ଏବଂ ଉପସ୍ତିତ ବୁଦ୍ଧି ଆପଣଙ୍କୁ ଅନ୍ୟମାନଙ୍କୁ ଠାରୁ ବହୁ ଆଗକୁ ନେଇ ଯିବ । ଆପଣଙ୍କ ଧୀଶକ୍ତି ଏବଂ ସଂପ୍ରେଷଣ କଳା ଆପଣଙ୍କୁ ଲକ୍ଷ୍ୟପ୍ରାପ୍ତି ଓ କାର୍ଯ୍ୟ ସଫଳ କରିବାରେ ସାହାଯ୍ୟ କରିବ ।
କର୍କଟ : ଆଜି ଆପଣ ନିର୍ଦ୍ଦିଷ୍ଟ ସମୟରେ କାର୍ଯ୍ୟଟି ପୁରଣ ନକରିପାରନ୍ତି ସେଥି ପାଇଁ ସଚ଼େତନ ହେବା ଆବଶ୍ୟକ । ଯଦି ଆପଣ କୌଣସି ଚ଼ାକିରୀ କିମ୍ବା ଛାତ୍ରବୃତ୍ତି ପାଇଁ ଆବେଦନ କରୁଛନ୍ତି ତାହେଲେ ସତର୍କ ରୁହନ୍ତୁ ।
ସିଂହ : ଆଜି ଦିନରେ ଆପଣ ଅସୁଖି ଅନୁଭବ କରି ପାରନ୍ତି । କିଛି ସାମାନ୍ୟ ଦୁଶ୍ଚିନ୍ତା ମଧ୍ୟରେ ସମୟ କାଟିପାରନ୍ତି । କିନ୍ତୁ ଖରାପ ସମୟ ଆପେ ଆପେ ଦୁରେଇଯିବ । ସାମୟିକ ଭାବରେ ନିରାପତ୍ତାର ଅଭାବ ଅନୁଭବ କରି ପାରନ୍ତି ।
କନ୍ୟା : ଆଜି ଆପଣ ଘର ଏବଂ କାର୍ଯ୍ୟରେ ବୋଝ ଅନୁଭବ କରିବେ । ବହୁତ ଲୋକ ଆପଣଙ୍କୁ ଉପଦେଶ ମାଗିବେ । ଆପଣ ସାଧୁତା ଆବଲମ୍ବନ କରି ଉପଦେଶ ଦିଅନ୍ତୁ ଏବଂ ଯେଉଁ କାର୍ଯ୍ୟ କରୁଛନ୍ତି ତାର ପୁରା ଦାୟିତ୍ତ୍ୱ ନିଅନ୍ତୁ ।
ତୁଳା : ଆଜି ଆପଣ କୌଣସି ତୀର୍ଥଯାତ୍ରାକୁ ଯିବା ପାଇଁ ଭାବିବେ । ଆପଣଙ୍କ ଆତ୍ମା ଆଧ୍ୟାତ୍ମ ପ୍ରତି ଆକର୍ଷିତ ରହିବ , ଆଜି ଆପଣଙ୍କର ଜୀବନରେ ଧର୍ମର ମହତ୍ତ୍ୱକୁ ମଧ୍ୟ ଜାଣିବାକୁ ଚାହିଁବେ । ଏହି ରାସ୍ତାରେ ଚାଲିଲେ ଆପଣଙ୍କୁ ସୁଖ ମିଳିବ ।
ବିଛା : ପରିବାର ସଦସ୍ୟଙ୍କ ସହ ଭ୍ରମଣ କରିବା ପାଇଁ ଆଜି ଦିନଟି ଉପଯୁକ୍ତ । ଏହି ଭ୍ରମଣ ଆପଣଙ୍କ ମଧ୍ୟରେ ସମ୍ପର୍କ ମାଧୁର୍ଯ୍ୟଭରା କରିବ । ମନ ମଧ୍ୟରେ ବହୁଦିନ ଧରି ରହି ଆସୁଥିବା ଦୁଶ୍ଚିନ୍ତାକୁ ଦୁରକରିବାରେ ଏହି ଭ୍ରମଣ ସହାୟକ ହେବ ।
ଧନୁ : ଆଜି ମାନସିକ ଶାନ୍ତି ସାରାଦିନ ରହିବ । ଆଜି କୌଣସି କଥାରେ ଆପଣଙ୍କ ଶାନ୍ତି ଭଙ୍ଗ ହେବାକୁ ଦିଅନ୍ତୁ ନାହିଁ । କିଛି ଲୋକ ଆପଣଙ୍କ କ୍ରୋଧକୁ ବଢ଼େଇପାରନ୍ତି ବା ଆପଣଙ୍କୁ ବିପଥଗାମୀ କରିବାକୁ ଚ଼େଷ୍ଟା କରିପାରନ୍ତି ।
ମକର : ଯଦି ଛୁଟିଦିନ ଦେଖି ଆତ୍ମିୟସୋଜନ ମାନଙ୍କ ସହ ବୁଲିବାକୁ ଯାଆନ୍ତି ଏହି ସମୟଟି ପ୍ରକୃଷ୍ଟ ଅଟେ ।ସେଥିପାଇଁ ବିଧିବୋଧ ଯୋଜନା କରନ୍ତୁ । ପର୍ଯ୍ୟଟନ ବୁଲିବାକୁ ମଧ୍ୟ ଯାଇପାରନ୍ତି ଏବଂ ଏଥିରେ ଆପଣଙ୍କୁ ପରମ ଆନନ୍ଦ ମିଳିବ ।ଏହାକୁ ଉପଭୋଗ କରିବେ ।
କୁମ୍ଭ : ଆଜି ଆପଣଙ୍କ ମଜ୍ଜା ଓ ଆରାମର ଦିନ । ସାମାଜିକ ରୀତିନୀତି ଆଜି ଆପଣଙ୍କ ପାଇଁ ବହୁତ ଆନନ୍ଦ ନେଇକି ଆସିବ । ଆପଣଙ୍କ ଜୀବନରେ ବର୍ତ୍ତମାନ ସମୟରେ ଯେଉଁ ପରିବର୍ତ୍ତନ ସବୁ ଆସିଛି, ସେଥିରୁ ମଧ୍ୟ ଆପଣଙ୍କୁ ବହୁତ ଖୁସି ମିଳିବ ।
ମୀନ : ଆଜି ଆପଣଙ୍କୁ ସଫଳତା ମିଳିବାର ବହୁମାତ୍ରାରେ ସଙ୍କେତ ଅଛି । ଯଦି ଆପଣଙ୍କୁ ନିଜ ସଫଳତା ପାଇଁ ଅନ୍ୟମାନଙ୍କ ଠାରୁ ସହାନୁଭୂତି ମିଳୁଛି, ତେବେ ବ୍ୟସ୍ତହୁଅନ୍ତୁ ନାହିଁ ।

Anastacia, erls belong free i mp3 ramazzottiDick gregory wifeHate the taste of cumServfant hentaiYou tube frdee pornn videosManswers boob shapeHair
fetish designsLesbiaqns playig wth reasts porntubhe xnhxx Virgin mobjle
8915 hacksIn overall sexBlafk man fucks white boyTheapro professional vibrator mcshirley prokducts incKermnit the frog hand jobAudio ith ssexual storiesJuulia lrhman nudeLesbians
tubesterBigebony porn https://hiporn.cc/ Trannies fucing chicksHow
to fuck over my wifeAqqua ten frat aliens quotesHomossexual drug abuseYoung and old lesbian videosMathre duck packerBoyys packages teensCassandra ford nudeSex high resolutionTopless teens tanning phtos xnxx I llove thhe
fishes asianLady gaga celebrity pornTaylor made new york seex tapeBrreast paion after a hysterotomyJocks college cocksI
fuckd my dad onceWacth free mobile pornHistoricl asian chainmailStriptease shows tits and pussyEnglischer garten nudeDecorating courses for amateurs calgarySexx graphics for my space