ମାର୍ଚ୍ଚ ୧୫ତାରିଖ ୨୦୧୯ମସିହା (ଶୁକ୍ରବାର)
କାଳବେଳା ଓ
ବାରବେଳା-ଦିବା ଘ୦୮/୫୬ଗତେ ଘ୧୧/୫୫ମଧ୍ୟେ
ଅମୃତବେଳା – ଦିବା
ଘ୦୭/୨୬ମଧ୍ୟେ ଓ ଘ୦୪/୨୪ଗତେ ଘ୦୫/୫୦ମଧ୍ୟେ
ମାହେନ୍ଦ୍ର ବେଳା-ଦିବା
ଘ୦୭/୨୮ ଗତେ ୦୮/୫୪ମଧ୍ୟେ ଓ ଘ୧୧/୫୮ ଗତେ ଘ୦୧/୨୪ମଧ୍ୟେ
ମେଷ
ଆଜିର ଦିନଟି ଆପଣଙ୍କ ସମସ୍ତ ପ୍ରକାର କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟିକରିବ। ଆପଣ ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନଙ୍କର ଆନ୍ତରିକତା ରହିବନି। ପରିବାରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ପୂର୍ବ ଯୋଜନା ଅନୁଯାୟୀ କର୍ମକ୍ଷେତ୍ରସ୍ଥ ପରିସ୍ଥିତିକୁ ସାମ୍ନା କରିବାକୁ ଚେଷ୍ଟା କରନ୍ତୁ।
ବୃଷ
ଆଜି ଆପଣଙ୍କ ମାନସିକ ସ୍ଥିତି ଓ କର୍ମପ୍ରବାହରେ କୌଣସି ବ୍ୟତିକ୍ରମ ସୃଷ୍ଟିହୋଇପାରେ । ହୁଏ ତ କୌଣସି ଆତ୍ମୀୟଙ୍କ ପାରିବାରିକ ସମସ୍ୟା ସମାଧାନ ସକାଶେ ଚିନ୍ତା ବଢ଼ିଯିବ । କିନ୍ତୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ପ୍ରେରଣା ଓ ସହଯୋଗରୁ ଉପକୃତ ହେବେ ା ଆଜି ପରିସ୍ଥିତିରେ ପଡ଼ି ଆବଶ୍ୟକତାଠାରୁ ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ ।
ମିଥୁନ
ଆଜି ଅର୍ଥନୈତିକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲ ରହିବ। କିନ୍ତୁ ଶନିଙ୍କ କୁପ୍ରଭାବରୁ କହୁ କହୁ ଏପରି କିଛି କଥା କହିଦେବେ ଯେ, ଯଦ୍ଦ୍ବାରାକି ଆକସ୍ମିକ କଳହ ଲାଗିଯାଇପାରେ । ଅଫିସ କାମ କିମ୍ବା ସଙ୍ଗଠନ, ଆଇନ ଅଦାଲତ କିମ୍ବା କମ୍ପାନୀର ଦାୟିତ୍ୱ କ୍ରମେ ବୃଦ୍ଧି ପାଇବ। କୌତୁକିଆ କଥା କହି ବନ୍ଧୁଙ୍କୁ ଆପ୍ୟାୟିତ କରିବେ।
କର୍କଟ
ଆଜି ଆପଣଙ୍କୁ ଅଭିଳଷିତ ଦ୍ରବ୍ୟ ପ୍ରାପ୍ତି ହେବ । ଆଜି ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି ସଫଳତାର ଶୀର୍ଷକୁ ନିଶ୍ଚିତ ସ୍ପର୍ଶ କରିବେ । ଅଫିସିଆଲି ଟେନସନ୍ କିଛି ମାତ୍ରାରେ ଲାଗିରହିବ ଏବଂ ପରୋକ୍ଷ ଶତ୍ରୁତା ମଧ୍ୟ ଟେନ୍ସନର କାରଣ ହୋଇପାରେ। ବ୍ୟବସାୟୀଙ୍କ କାରବାରରେ ଉନ୍ନତି ହେବ ଓ ଲାଭର ମାତ୍ରା କିଛି କମିବ ନାହିଁ ।
ସିଂହ
ଆଜି ଦିନଟି ଆପଣଙ୍କୁ ବିଭିନ୍ନ କ୍ଷେତ୍ରରୁ ଅର୍ଥନୈତିକ ମାନ ବୃଦ୍ଧିପାଇଁ ଉତ୍ତମରହିବ । କୌଣସି ବନ୍ଧୁଙ୍କ ଆକସ୍ମିକ ଭାବେ ଡାକରା ପାଇ ଦୂର ଜାଗାକୁ ଯିବାକୁ ପଡ଼ିପାରେ। ଫେରିବା ସମୟରେ କୌଣସି ମୂଲ୍ୟବାନ ଦ୍ରବ୍ୟ ଆଣିବା ସକାଶେ ଘରୁ ବରାଦ ପାଇବେ। କ୍ରୀଡ଼ା, ସଙ୍ଗୀତ, ଚଳଚ୍ଚିତ୍ର କାର୍ଯ୍ୟକ୍ରମରେ ସମସ୍ୟାର ସମାଧାନ ହୋଇଯିବ ।
କନ୍ୟା
କର୍ମଭାବରେ ଚନ୍ଦ୍ରଙ୍କ ସ୍ଥିତି ଆପଣଙ୍କ କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତିକୁ ସମସ୍ୟାମୁକ୍ତ କରିପାରେ। ନୂତନ ଗୃହ, ଯାନବାହନ କିମ୍ବା ମୂଲ୍ୟବାନ୍ ଦ୍ରବ୍ୟ ପ୍ରାପ୍ତି ପାଇଁ ମାର୍ଗ ଉନ୍ମୁକ୍ତ କରିପାରନ୍ତି। ବାଣିଜ୍ୟ, ବ୍ୟବସାୟ ପରିବହନ, ସଭାସମିତି ଓ ଯାତ୍ରା ସମ୍ପର୍କରେ ଚିନ୍ତା ବଢ଼ିବ। ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି।
ତୁଳା
ଆଜି ଆପଣଙ୍କୁ ଅର୍ଥ ଓ ସମ୍ମାନ ଦେବାରେ ସମର୍ଥ ହେବ। ଗତକାଲିର ଦରଖଣ୍ଡିଆ କାମଟିକୁ ଆଜି ବାସ୍ତବ ରୂପ ଦେବାରେ ସଫଳ ହେବେ। ପିଲାମାନଙ୍କ ସମ୍ବନ୍ଧୀୟ କେତେକ ସମସ୍ୟା ମନକୁ ବିଶେଷ ଭାବେ ଆନ୍ଦୋଳିତ କରିପାରେ । ଆଲୋଚନା ପରିସରରେ ପରିସ୍ଥିତିରେ ପଡି ଠିକ୍ ବିଚାର କରିପାରିବେ ନାହିଁ ।
ବିଛା
ଆଜି ଦିନରେ ମାନସିକ ଅସ୍ଥିରତା ସୃଷ୍ଟିହେବ। ସମସ୍ୟା ଜାଲରେ ଛନ୍ଦି ହୋଇଥିବାରୁ ମନ କେବଳ ନେଗେଟିଭ୍ ଚିନ୍ତାରେ ଆକ୍ରାନ୍ତ ହେବ। ଏକ ସାଧାରଣ ଘଟଣାକୁ କେନ୍ଦ୍ରକରି ସାଙ୍ଗସାଥୀଙ୍କ ସହ ଉଚ୍ଚବାଚ ଘଟିପାରେ ।ସମ୍ପର୍କୀୟ ଜଣେ ବନ୍ଧୁ ଅଯାଚିତ ଭାବେ ନିଜ ତରଫରୁ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି।
ଧନୁ
କୌଣସି କାମ ସହଜସୁବିଧାରେ ହୋଇପାରିବ ନାହିଁ । କୌଣସି ଲୋକର ବିଷୟରେ କିଛି ନ ଜାଣି ତହାକୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି। ପିଲାଙ୍କ ବିବାହ ପ୍ରସ୍ତାବ ସମ୍ପର୍କରେ ବନ୍ଧୁ ଖବର ଦେଇପାରନ୍ତି। ବିଭିନ୍ନ ପ୍ରକାର ପ୍ରତିବନ୍ଧକ ହେତୁ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ।
ମକର
ଆଜି ଯେଉଁ କାମରେ ହାତଦେବେ ସେଥିରେ ଅବଶ୍ୟ ସଫଳତା ମିଳିବ। କିନ୍ତୁ ଦାମ୍ପତ୍ୟ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। ବ୍ୟବସାୟ, ବାଣିଜ୍ୟ ଓ ପରିବହନରେ ପ୍ରତିବନ୍ଧକ ସୃଷ୍ଟିର ସୂଚନାକୁ ବରଦାସ୍ତ କରାଯାଇ ନ ପାରେ। କର୍ମକ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ।
କୁମ୍ଭ
ଆଜି କିଛି ଭଲ ସାଙ୍ଗକୁ କିଛି ଟେନ୍ସନ୍ ମଧ୍ୟରେ ଦିନଟିକୁ ଅତିବାହିତ କରିବେ। କାମଗୁଡ଼ିକ ବହୁତ ଅସୁବିଧା ଭିତରେ ସମ୍ପନ୍ନ ହେବ। ପୁନଶ୍ଚ ବହୁତ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। କଳା, ସାହିତ୍ୟ ଓ ସଙ୍ଗୀତ କାର୍ଯ୍ୟରୁ ପ୍ରଶଂସିତ ହେବେ ଓ ପୂର୍ବ ସମସ୍ୟାକୁ ସୁଧାରି ନେବାର ପ୍ରଯନତ୍ କଲେ ଉପକୃତ ହେବେ ା
ମୀନ
ଆଜି ଦିନଟି ବହୁତ ଭଲରେ ଅତିବାହିତ ହେବ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ କିମ୍ବା ସଭାସମିତିରେ ପ୍ରଶଂସିତ ହେବେ। ଶନିଙ୍କ ପ୍ରଭାବରୁ ସତ୍ସଙ୍ଗ, ବ୍ରତୋପାସନା ପ୍ରତି ଶ୍ରଦ୍ଧା ଭକ୍ତି ଜାଗ୍ରତ ହୋଇପାରେ। ଦିନଚର୍ଯ୍ୟା ମଧ୍ୟରେ ଆର୍ଥିକ ସ୍ବଚ୍ଛଳତା ଓ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ।

coworking space 2026 coworking rooms
пожарная сигнализация защита услуги установки пожарной сигнализации
hiwatch камера видеонаблюдения ip 2.8 http://ip-kamery-kaliningrad.ru
комплект видеонаблюдения для улицы комплект камер видеонаблюдения
Все подробности по ссылке: https://regalbuild.ru
Только лучшее здесь: https://buysit.ru
Полная версия по ссылке: https://ekostroy76.ru
купить шкаф шкафы купе по индивидуальным размерам
шкаф на заказ недорого купить шкаф
Нужна стальная лента? лента бандажная нержавеющая широкий ассортимент, разные толщины и марки стали. Выгодные цены, быстрая отгрузка и поставки для производства и строительства
сериалы онлайн бесплатно сверхъестественное смотреть
люстра потолочная дизайнерская дизайнерский светильник на стену
заказать свадьбу под ключ организация свадеб услуги
заказ свадьбы москва сайт свадебного агентства
стоматология цены новая стоматология
лента бандажная нержавеющая лента бандажная оцинкованная
пятерочка промокод на первый пятерочка промокод на вторую доставку
Топ слот онлайн https://sweetbonanzaslot.top казино слот с красочной графикой, фриспинами и каскадными выигрышами. Высокая волатильность и множители обеспечивают шанс на крупные выплаты.
Хочешь испытать азарт? https://pokerplayerok.top онлайн-покер с турнирами, кэш-столами и бонусами для игроков. Удобный интерфейс, мобильное приложение и регулярные покерные серии. Играйте в холдем, омаху и участвуйте в крупных турнирах.
Лучшие слоты онлайн шугар раш слот красочный слот с цепными выигрышами и накопительными множителями. Игра отличается простым управлением, ярким дизайном и высоким потенциалом выигрыша при удачных комбинациях.
Продажа и установка камеры видеонаблюдения калининград. Современные системы безопасности для квартир, домов, магазинов и складов. Настройка удалённого доступа, запись видео и круглосуточный контроль объекта.
Быстрая профессиональная монтаж видеонаблюдения в калининграде для квартир, домов, офисов и коммерческих объектов. Проектирование, монтаж и настройка систем безопасности, удалённый доступ, запись видео и контроль в реальном времени. Надёжные решения для защиты имущества и контроля территории.