ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ କରୋନା ଭାଇରସର ସ୍ଥିତି ବର୍ତ୍ତମାନ ଯାହା ରହିଛି ତାକୁ ନଜରରେ ରଖି ଆସନ୍ତା ସପ୍ତାହ ମଧ୍ୟରେ ଲକ୍ଡାଉନରେ କୌଣସି କୋହଳ କରାଯିବ ନାହିଁ ବୋଲି ରବିବାର କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ଏକ ଖବରଦାତା ସମ୍ମିଳନୀରେ ସେ ଏହା କହିଛନ୍ତି। ଦିଲ୍ଲୀବାସୀଙ୍କୁ ସୁରକ୍ଷିତ ରଖିବାକୁ ଆମେ ସ୍ଥିର କରିଥିବା କେଜରିଓ୍ବାଲ ପ୍ରକାଣ କରିଛନ୍ତି। ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ଲକ୍ଡାଉନ ଅବଧିକୁ ବୃଦ୍ଧି କରିଥିଲେ ସେତେବେଳେ କହିଥିଲେ ଏପ୍ରିଲ ୨୦ ପରେ ଲକ୍ଡାଉନ ନିୟମରେ କିଛିଟା କୋହଳ କରାଯାଇପାରେ। ହେଲେ ଏବେ ଦିଲ୍ଲୀର ସ୍ଥିତି ଯାହା ରହିଛି ଏଥିରେ କୋହଳ କରିବାର କୌଣସି ପ୍ରଶ୍ନ ଉଠୁ ନାହିଁ ବୋଲି କଜେରିଓ୍ବାଲ କହିଛନ୍ତି। ଯଦିଓ ରାଜଧାନୀରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ବଢି ଚାଲିଛି ତେବେବି ଏହା ଏପର୍ଯ୍ୟନ୍ତ ଆୟତ୍ତରେ ରହିଛି ବୋଲି ସେ ପ୍ରକାଶ କରିଛନ୍ତି। କିନ୍ତୁ ଗୋଟିଏ ଦିନ ପୂର୍ବରୁ ଯେଉଁ ୧୮୬ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ସେମାନଙ୍କ ମଧ୍ୟରେ କୌଣସି ଲକ୍ଷଣ ନ ଥିବାରୁ ଏହା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ବୋଲି ସେ କହିଛନ୍ତି। ତେଣୁ ରାଜଧାନୀକୁ କେରାନା ମୁକ୍ତ କରିବାକୁ ଏବେ ରାପିଡ ଟେଷ୍ଟିଂ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଆଉ ଏହି ସମୟରେ ଲକ୍ଡାଉନରେ କୋହଳ କରାଯିବ ନାହି ବୋଲି ସେ ସ୍ପଷ୍ଟ କରିଛନ୍ତି।
ଲକ୍ଡାଉନରେ କୌଣସି କୋହଳ କରାଯିବନି: କେଜରିଓ୍ବାଲ
- Advertisement -
Stay Connected
Comment
- mostbet_zdSi on କୋଭିଡ୍-୧୯: ଦିଲ୍ଲୀରୁ ଶ୍ରମଜୀବୀମାନଙ୍କ ଅପସାରଣ ତ୍ୱରାନ୍ୱିତ କଲେ ଉତ୍ତରପ୍ରଦେଶ ସରକାର
- mostbet_ptol on କଟକର ଏସ୍ସିବିକୁ ଆସିବେ ଜଗା-ବଳିଆ
- Clydepub on କୋଭିଡ୍-୧୯: ଦିଲ୍ଲୀରୁ ଶ୍ରମଜୀବୀମାନଙ୍କ ଅପସାରଣ ତ୍ୱରାନ୍ୱିତ କଲେ ଉତ୍ତରପ୍ରଦେଶ ସରକାର
- mostbet_txol on ସୁସ୍ଥ ହେଲେ ମହାପ୍ରଭୁ : ପିନ୍ଧିଲେ ରକ୍ତବସ୍ତ୍ର, ଲାଗି ହେଲା ଦଶମୂଳ
- SidneyArgup on ସୋନପୁରରେ ରାଜ୍ୟ ସରକାର ଓ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

coworking website coworking space for rent
распиновка ip камеры ip камеры
Лучшее прямо здесь: https://avantum-remont.ru
купить шкаф на заказ где можно заказать шкаф
Everything for Minecraft http://www.topminecraftworldseeds.com/ in one place: mods, skins, maps, texture packs, and the best seeds for survival, creativity, and adventure. Collections of popular add-ons, installation instructions, updates, and secure downloads for different versions of the game.