ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସୋର ଡାକ୍ତରଖାନାରେ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାକୁ ତିବ୍ରକରି ମୃତ ମହିଳାଙ୍କ ଭାଇ ହତ୍ୟା ହୋଇଥିବାର ଅଭିଯୋଗ କରିଛନ୍ତି । ସୂଚନା ଅନୁଯାଇ ତିନିବର୍ଷ ତଳେ ସୋର ଆଙ୍ଗୁଳା ସୋଲପଟା ଗ୍ରାମର ପ୍ରତାପ ରାଉତ ଖଇରା ସୁନ୍ଦରପୁର ଗ୍ରାମର କୈଳାସ ବେହେରାଙ୍କ ଝଇଅ ସସ୍ମିତାକୁ ଦୈଦିକ ରୀତିରେ ବିବାହ କରିଥିଲେ । ସକାଳେ ସସ୍ମିତାର ପେଟକାଟି ଗୁରୁତର ହୋଇ ପଡିବାରୁ ତାଙ୍କୁ ଶଶୁର ଘର ଲୋକ ଚିକିତ୍ସା କରିବାକୁ ସୋର ଡାକ୍ତରଖାନାକୁ ଆଣିଥିଲେ । ତାକୁ ଗୁରୁତର ଅବସ୍ଥାରେ ବାଳେଶ୍ୱର ନେବା ବେଳେ ବାଟରେ ତାର ମୃତ୍ୟୁ ଘଟିଥିଲା । ବିବାହ ସମୟରେ ନଗତ ୫୦ହଜାର ଟଙ୍କା ଯୌତୁକ ଦିଆଯାଇଥିବାର ସସ୍ମିତାର ଭାଇ ରବିନ୍ଦ୍ର ବେହେରା ସୋର ଥାନାରେ ଅଭିଯୋଗ କରିଛନ୍ତି । ବିବାହ ପର ଠାରୁ ଶଶୁର ଘର ଲୋକ ଅଧିକ ଯୌତୁକ ଦେବା ପାଇଁ ଦାବି କରି ଶାରିରିକ ଓ ମାନସିକ ନିର୍ଯ୍ୟାତନାର ଅଭିଯୋଗ ଆଣିଛନ୍ତି ସସ୍ମିତାଙ୍କ ଭାଇ । ସସ୍ମିତାକୁ ତାର ସ୍ୱାମୀ ଓ ଶାଶୁ ମାରି ଦେଇଥିବାର ରବୀନ୍ଦ୍ର ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଶବ ଜବତ କରି ତଦନ୍ତ କରୁଛି ।
ଭାଇର ଅଭିଯୋଗ; ଯୌତୁକ ପ୍ରଥା ମୋ ଭଉଣୀକୁ ମାରିଦେଲା !
Leave a Comment
Leave a Comment
- Advertisement -
Stay Connected
Comment
- tetracycline 500mg capsules on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
- diflucan for yeast uti on ଦୁର୍ବୃତ୍ତ ଦୁଇ ମନ୍ଦିରରେ ବୁଲାଇଲେ କଳାକନା
- linezolid 600 mg tablet on ଶିଳ୍ପ ମହାଶକ୍ତି ହେବା ପଥରେ ଓଡ଼ିଶା: ମୁଖ୍ୟମନ୍ତ୍ରୀ
- mirtazapine 15 mg tablet price on ଦୁର୍ବୃତ୍ତ ଦୁଇ ମନ୍ଦିରରେ ବୁଲାଇଲେ କଳାକନା
- meloxicam for dogs on ଶିଳ୍ପ ମହାଶକ୍ତି ହେବା ପଥରେ ଓଡ଼ିଶା: ମୁଖ୍ୟମନ୍ତ୍ରୀ
