ଗଞ୍ଜାମ : ଅଟୋ ଯୋଗେ ଚାଲିଥିଲା ଚୋରା ମଦ ଚାଲାଣ । କୋଦାଳ ଥାନା ଏସ. ଆଇ ଶ୍ରୀ ଅନୀଲ କୁମାର ସାହୁଙ୍କ ଟିମ୍ ସଜାଗ ରହି ଏହି ଚୋରା ମଦ ଚାଲାଣକୁ ଜବତ କରିଛି । ସୂଚନା ମୁତାବକ ଅଭିଯୁକ୍ତମାନେ ୩୬୦ ଲିଟର ମଦ ଓ କିଛି ପୁଡିଆ ଅଟୋରେ ନେଇଯାଉଥିବା ବେଳେ ପୋଲିସ ଭ୍ୟାନକୁ ଦେଖି ରାସ୍ଥା କଡରେ ଅଟୋ ଛାଡି ପମ୍ପଟ ମାରିଥିଲେ । ତେବେ ଦେିନକୁ ଦିନ ମଦ ବ୍ୟବସାୟୀଙ୍କ ଦୌରାତ୍ମ ଅଞ୍ଚଳରେ ଦେଖିବାକୁ ମିଳୁଛି । କୋଦଳାର କେତେକ ଛକ ମାନଙ୍କରେ ଖୋଲାମଖୋଲା ଦେଶୀ ମଦ ବିକ୍ରି ହେଉଥିବାର ଶୁଣାଯାଉଛି । ଯାହା ଦ୍ୱାରା ପୋଲିସକୁ ବଡ଼ ଚ୍ୟାଲେଞ୍ଜ ଦେଖବବାକୁ ମିଳିଛି । କୋଦଳା ଏସ. ଆଇ ଶ୍ରୀସାହୁ ଏହି ବଡ଼ ଧରଣର ଚୋରା ମଦ ଦରିବା ସହ ୮ ଗୋଟି ଚୋରା ମଦ କେସ ମଧ୍ୟ ଧରିବାରେ ସକ୍ଷମ ହୋଇଛନ୍ତି । ମଦ ମାଫିଆମାନଙ୍କୁ କୌଣସି ପରିସ୍ଥିତିରେ ମଧ୍ୟ ସାମ୍ନା କରିବା ପାଇଁ କୋଦଳା ପୋଲିସ ସଜାଗ ରହିଛି ବୋଲି ଶ୍ରୀସାହୁ ପ୍ରତିଶୃତି ଦେଇଛନ୍ତି ।
ଚୋରା ମଦ ଚାଲାଣ ବେଳେ ଅଟୋ ଅଟକ !
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
