ପୁରୀ ଅଫିସ,୨୪।୧୦: ସ୍କୁଲ ଗେମ୍ସ ଫେଡେରେଶନ ଅଫ ଇଣ୍ଡିଆ(ଏସ୍ଜିଏଫଆଇ) ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ୬୪ ତମ ନ୍ୟାଶନାଲ ସ୍କୁଲ ଗେମ୍ସ ଆସିତେଡୁ(ଆଖଡା) ପ୍ରତିଯୋଗିତାରେ ଓଡ଼ିଶାକୁ ୧୧ଟି ପଦକ ମିଳିଛି। ଏଥିରେ ୨ଟି ଗୋଲ୍ଡ ଏବଂ ୭ଟି ବ୍ରୋଞ୍ଜ ପଦକ ରହିଛି। ତୁଷାର ରଞ୍ଜନ ସାହୁ ଓ ରାହୁଲ ପଟେଲ ଗୋଲ୍ଡ ଏବଂ ସତ୍ୟଜିତ ନାୟକ, ସେଖ୍ ଅକତର, ବର୍ଷା ପ୍ରିୟଦର୍ଶିନୀ, ଲୋପିତା ମିଶ୍ର, ଅର୍ପନା ପଣ୍ଡା, ସମୀକ୍ଷା ମହାରଣା, ଉମେଶ ପ୍ରଧାନ, ପ୍ରତ୍ୟୁଷ ରାଉତ, ସୌରଭ ଭୋଇ ପ୍ରମୁଖ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ବୋଲି ଆଖଡାର ଓଡ଼ିଶା ରାଜ୍ୟ ସମ୍ପାଦକ ସବ୍ୟସାଚୀ ରଥ ସୂଚନା ଦେଇଛନ୍ତି। ରାଜସ୍ଥାନର ଢୋଲପୁରଠାରେ ଅକ୍ଟୋବର ୧୯ ରୁ ୨୧ ତିନି ଦିନ ବ୍ୟାପୀ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶାରୁ ୧୫ ଜଣ ଖେଳାଳି ବିଭିନ୍ନ ବିଭାଗରେ ଅଂଶଗ୍ରହଣ କରିଥିଲେ। ଓଡ଼ିଶାରୁ ରେଫରି ଭାବେ ସନ୍ତୋଷ ପାତ୍ର ଓ ନିତୁ ପ୍ରିୟଦର୍ଶିନୀ ଏବଂ ପ୍ରିୟମ୍ବଦା ଜେନା ପ୍ରମୁଖ ଏହି ପ୍ରତିଯୋଗିତାରେ ଯୋଗଦେଇ ଥିଲେ। ବୁଧବାର ଉତ୍କଳ ଏକ୍ସପ୍ରେସ ଯୋଗେ ଖେଳାଳିମାନେ ପୁରୀରେ ପହଞ୍ଚିଥିଲେ। ଷ୍ଟେଶନ ପରିସରରେ ଜିମ୍ନାଷ୍ଟିକ କୋଚ୍ ପ୍ରଦୀପ କୁମାର ସାହୁ, କ୍ରୀଡା ଶିକ୍ଷକ ଗୋପାଳ ଚନ୍ଦ୍ର ପରିଡା, ଲକ୍ଷ୍ମୀପ୍ରିୟା ନାଥ,ଧ୍ରୁବଚରଣ ଦାଶ ଏବଂ ପୁରୀ ଜିଲାର ବହୁ କ୍ରୀଡାବିତ୍ ସେମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଓଡ଼ିଶାର ବିଭିନ୍ନ ଜିଲାର ସ୍କୁଲରେ ଯେପରି ଏହି କ୍ରୀଡା ପ୍ରତି ପିଲାଙ୍କ ଆଗ୍ରହ ବୃଦ୍ଧି ପାଇବ ସେଥିଲାଗି ଉଦ୍ୟମ କରାଯିବ। ଭବିଷ୍ୟତରେ ଅଧିକରୁ ଅଧିକ ପଦକ ହାସଲ ଲାଗି ଚେଷ୍ଟା ଜାରି ରହିବ ବୋଲି ସମ୍ପାଦକ ରଥ କହିଛନ୍ତି।
ଆସିତେଡୁ(ଆଖଡା) ପ୍ରତିଯୋଗିତାରେ ଓଡ଼ିଶାକୁ ୧୧ପଦକ
- Advertisement -
Stay Connected
Comment
- Arthurbof on ବସ୍ରୁ ୨୨କେଜି ଗଞ୍ଜେଇ ଜବତ, ୨ଗିରଫ
- Alfredonoime on ଭଦ୍ରକ, ବାଲେଶ୍ବର ଓ ଯାଜପୁର ଜିଲ୍ଲାରୁ ଉଠିଲା ୬୦ଘଣ୍ଟିଆ ସଟ୍ଡାଉନ୍
- JadonElura on ବଲିଉଡ୍ ଫିଲ୍ମରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ ମୁଖ୍ୟ କ୍ରିଷ୍ଣା ରେଡ୍ଡୀ
- Darrelltet on ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
- CoryKat on ଜେଲରୁ ମୁକୁଳିବା ପରେ ପୁଣି ଦୁଇ ଟି ଟ୍ୱିଟ କରି ଚର୍ଚ୍ଚାରେ ଆୟର !

Penis pump/ side effectsGay men fucking dogsLotsa assAstern promises sex sceneVideo sex free heteroFull metal
alchemist hentai picGirls giving the best handjobs xnxx Student opinion of penis sizeTeens taggingPantyhose
footjob picturesCollege girl sex video massageWhat was your best sex experienceAmateur college pussySexy dress up lingerieMiss california sparks furor with gay marriageFree fat chicks fuck stories
https://beta.xnxxtubexxx.cc/ Squirting orgasm moviesDesperate amateurs tubesBrunette ass cumUtube mature nude
momBound black sexAmature porno videosPooh pussy xnxx Deborah bustyFree online asian tv channelsAmatuer masturbationReality mature milf
pornCock porn videosTeen sexualtiyNetwork coverage virginGrandpa fucks grandsonPorno best teenSexy
country girls vidsRemo ambassador vintageNude wallpapers of
sania mirzaGay fraternity spankingBreast cancer charm italianFemale pee desperatio