ବାଲେଶ୍ୱର: ଆସନ୍ତା ୧୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବ ବିରୋଧୀ । ଯାହାକୁ ନେଇ ବିରୋଧୀ ଭୋଗରାଇ କଂଗ୍ରେସ ବିରୋଧ ପାଇଁ ସଜବାଜ ହୋଇଛି । ତେବେ ଏହାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଚେତାବନୀ ଦେଇଛି । ଯଦି ମୁଖ୍ୟମନ୍ତ୍ରୀ ଏହି ଗସ୍ତରେ ଆସନ୍ତି ତେବେ କଂଗ୍ରେସ ଜୋରଦାର ବିରୋଧ କରିବ । ବିଶେଷକରୀ ରାଜ୍ୟ ସରକାରଙ୍କ ଜନହୀତକର ଯୋଜନାକୁ ତିବ୍ର ସମାଲେଚନା କରିଛି ବିରୋଧୀ । ଚାଷୀଙ୍କ ପାଇଁ କାଳିଆ ଓ ପିଠା ଯୋଜନା ନିଜ ଦଳ କର୍ମୀଙ୍କ ନିକଟରେ ଅଟକି ଥିବା ଅଭିଯୋଗ କରିଛନ୍ତି । ଏହାସହ ୧୯ ବର୍ଷ ଶାସନ କରି ମଧ୍ୟ ରାଜ୍ୟରେ ବିକାଶ ହୋଇନଥିବା ପ୍ରକାଶ କରିଛନ୍ତି । ଗରିବ ଦିନ ପରେ ଗରିବ ହେଉଥିବା ବେଳେ ଧନୀ ସାହୁକାର ଏଠି ଧନୀ ହେଉଥିବା ଅଭିଯୋଗ କରିଛନ୍ତି । ଚାଷୀ, ବେକାରି ଓ ଦାଦନ ଦେଶରେ ରାଜ୍ୟ ମଡ଼େଲ ସାଜିଛି । ଯାହାକୁ ନେଇ ନବୀନ ସରକାର ବାହାବାହା ନେଉଛନ୍ତି । ତେବେ ଏହାର ପ୍ରତିଜବାବ ଆସନ୍ତା ନିର୍ବାଚନରେ ଜନସାଧାରଣ ଦେବା ନେଇ ଚେତାବନୀ ଦେଇଛନ୍ତି ।
ଆସନ୍ତା ୧୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବ ବିରୋଧୀ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Ralphundum on ପୁଣି ରାଜ୍ୟକୁ ଲେଉଟିଲା ଶୀତ; ଆହୁରି ୪୮ ଘଂଟା ଲାଗି ରହିବ ଶୀତ !
- RamiroTig on ପ୍ରଣବ ପ୍ରକାଶ ଦାସଙ୍କୁ ମିଳିଲା ନୂଆ ଦାୟିତ୍ୱ, ଦଳର ସାଂଗଠନିକ ସମ୍ପାଦକ ଭାବେ ହେଲେ ନିଯୁକ୍ତ
- Ralphundum on ଅନ୍ତର୍ଜାତୀୟ ସମ୍ମାନ ପାଇଲେ ବିନ୍ଦ୍ରା !
- Ralphundum on ୪୦ ଡିଗ୍ରି ଉପରେ ୯ ସହର
- RamiroTig on ଓୟୁଏଟିରେ କୃଷିମନ୍ତ୍ରୀଙ୍କ ସମୀକ୍ଷା : ବିଶ୍ବବିଦ୍ୟାଳୟର ରାଙ୍କକୁ ନେଇ ଅସନ୍ତୋଷ
