ଭୁବନେଶ୍ୱର : ଆଉ ଅଳ୍ପ ଦିନ ରହିଲା ପ୍ରେମ ଦିବସ | ସେ ଦିନକୁ ଅପେକ୍ଷା ରେ ଅଛନ୍ତି ପ୍ରେମୀଯୁଗଳ | ଜ୍ୟୋତିଷଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେ, ମୋତି ବିଧିବିଧାନ ପୂର୍ବକ ଧାରଣ କଲେ ସୌଭାଗ୍ୟ ବୃଦ୍ଧି ହୋଇଥାଏ। ପ୍ରେମରେ ସଫଳତା ଦେବା ସହିତ ମନ ପସନ୍ଦର ଜୀବନ ସାଥୀ ପାଇବାରେ ମୋତି ଗ୍ରହଣ କରିଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା । ମୋତି ଶାମୁକା ଗର୍ଭରେ ନିର୍ମିତ ହୋଇଥାଏ। ଏହା ହେଉଛି ଚନ୍ଦ୍ରଗ୍ରହଙ୍କ ପ୍ରତିନିଧିତ୍ୱ ରତ୍ନ। ଏହାକୁ ପରିଧାନ କଲେ ସୁଫଳ ମିଳିଥାଏ। ମୋତିକୁ ସୋମବାର ଗାଈ କ୍ଷୀରରେ ୨ ଘଣ୍ଟା ବୁଡ଼ାଇ ପରେ ପଞ୍ଚାମୃତରେ ଧୋଇ ଓଁ ସୋଂ ସୋମାୟେ ନମଃ ମନ୍ତ୍ରରେ ପୂଜା କରି ଡ଼ାହାଣ ହାତ ରିଙ୍ଗ୍ ଫିଙ୍ଗରରେ ପିନ୍ଧିବା ଦ୍ୱାରା ଚନ୍ଦ୍ରଗ୍ରହଙ୍କ ପ୍ରତିକୂଳ ପ୍ରଭାବ ହ୍ରାସ ପାଇବା ସହିତ ଅନୁକୂଳ ସ୍ଥିତି ଉପତ୍ନ୍ନ ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି। ତେବେ ଉପଯୁକ୍ତ ଲଗ୍ନ ଆଧାରରେ ମୋତି ଧାରଣ କଲେ ଧନ ବୃଦ୍ଧି ପାଇବା ସହିତ ମାନ ସମ୍ମାନ ପ୍ରାପ୍ତି ହୋଇଥାଏ ବୋଲି ଜ୍ୟୋତିଷଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ମାତ୍ର ମୋତି ଲଗ୍ନ ଉପଯୋଗୀ ହେଉ ନ ଥିଲେ ଏହାକୁ ଧାରଣ କଲେ ଆର୍ଥିକ ସମସ୍ୟା ଦେଖାଯିବା ସହିତ ଋଣ ବୃଦ୍ଧି ହୋଇଥାଏ।
ପ୍ରେମରେ ସଫଳତା ପାଇଁ କଣ କରିବା ଦରକାର ଜଣାନ୍ତୁ….
- Advertisement -
Stay Connected
Comment
- luxury car rental miami_zukl on ଶ୍ରୀମନ୍ଦୀର ପ୍ରଶାସନ ପକ୍ଷରୁ ୯ସେବାୟତଙ୍କୁ ନୋଟିସ୍ ଜାରି !
- luxury car rental miami_skkl on ଆଜିର ରାଶିଫଳ
- mostbet_kpmt on ଚୋରା ସାଜିଥିଲା କୋଟିପତି
- mostbet_xjEt on ଲକ୍ଡାଉନ୍ରେ ଫସିଲା ପୁଅ: ୧୪୦୦କି.ମି. ସ୍କୁଟି ଚଳାଇ ଘରକୁ ଆଣିଲେ ମା’
- luxury car rental miami_tnkl on ନୟାଗଡ ର୍ନିବାଚନମଣ୍ଡଳୀରୁ ପ୍ରଚାର ମୈଦାନକୁ ଓହ୍ଲାଇଲେ ନବୀନ

ip камера 4мп уличная камера видеонаблюдения smart ip