ଭୁବନେଶ୍ୱର : ଆଉ ଅଳ୍ପ ଦିନ ରହିଲା ପ୍ରେମ ଦିବସ | ସେ ଦିନକୁ ଅପେକ୍ଷା ରେ ଅଛନ୍ତି ପ୍ରେମୀଯୁଗଳ | ଜ୍ୟୋତିଷଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେ, ମୋତି ବିଧିବିଧାନ ପୂର୍ବକ ଧାରଣ କଲେ ସୌଭାଗ୍ୟ ବୃଦ୍ଧି ହୋଇଥାଏ। ପ୍ରେମରେ ସଫଳତା ଦେବା ସହିତ ମନ ପସନ୍ଦର ଜୀବନ ସାଥୀ ପାଇବାରେ ମୋତି ଗ୍ରହଣ କରିଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା । ମୋତି ଶାମୁକା ଗର୍ଭରେ ନିର୍ମିତ ହୋଇଥାଏ। ଏହା ହେଉଛି ଚନ୍ଦ୍ରଗ୍ରହଙ୍କ ପ୍ରତିନିଧିତ୍ୱ ରତ୍ନ। ଏହାକୁ ପରିଧାନ କଲେ ସୁଫଳ ମିଳିଥାଏ। ମୋତିକୁ ସୋମବାର ଗାଈ କ୍ଷୀରରେ ୨ ଘଣ୍ଟା ବୁଡ଼ାଇ ପରେ ପଞ୍ଚାମୃତରେ ଧୋଇ ଓଁ ସୋଂ ସୋମାୟେ ନମଃ ମନ୍ତ୍ରରେ ପୂଜା କରି ଡ଼ାହାଣ ହାତ ରିଙ୍ଗ୍ ଫିଙ୍ଗରରେ ପିନ୍ଧିବା ଦ୍ୱାରା ଚନ୍ଦ୍ରଗ୍ରହଙ୍କ ପ୍ରତିକୂଳ ପ୍ରଭାବ ହ୍ରାସ ପାଇବା ସହିତ ଅନୁକୂଳ ସ୍ଥିତି ଉପତ୍ନ୍ନ ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି। ତେବେ ଉପଯୁକ୍ତ ଲଗ୍ନ ଆଧାରରେ ମୋତି ଧାରଣ କଲେ ଧନ ବୃଦ୍ଧି ପାଇବା ସହିତ ମାନ ସମ୍ମାନ ପ୍ରାପ୍ତି ହୋଇଥାଏ ବୋଲି ଜ୍ୟୋତିଷଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ମାତ୍ର ମୋତି ଲଗ୍ନ ଉପଯୋଗୀ ହେଉ ନ ଥିଲେ ଏହାକୁ ଧାରଣ କଲେ ଆର୍ଥିକ ସମସ୍ୟା ଦେଖାଯିବା ସହିତ ଋଣ ବୃଦ୍ଧି ହୋଇଥାଏ।
ପ୍ରେମରେ ସଫଳତା ପାଇଁ କଣ କରିବା ଦରକାର ଜଣାନ୍ତୁ….
- Advertisement -
Stay Connected
Comment
- Theodorekiste on ସଞ୍ଜୟ ଦାସବର୍ମା ହେଲେ ଯୋଜନା ବୋର୍ଡର ଉପାଧ୍ୟକ୍ଷ
- Rubenbaf on ଧୂମପାନ ପରିତ୍ୟାଗ ପାଇଁ ଆପ୍ସ
- DavidDer on ଶ୍ରୀମନ୍ଦିରରେ ପାଳିତ ହେଲା ବ୍ୟଞ୍ଜନ ଦ୍ୱାଦଶୀ, ମହାପ୍ରଭୁଙ୍କୁ ୬୭୧ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ଅର୍ପଣ କଲେ ଭକ୍ତ !
- Joesphmut on ଗାଁ ଦାଣ୍ଡରେ୪ ଜଣଙ୍କୁ ଟାଙ୍ଗିଆରେ ହାଣି ଯୁବକ ଗିରଫ
- StanViavE on ଗାଁ ଦାଣ୍ଡରେ୪ ଜଣଙ୍କୁ ଟାଙ୍ଗିଆରେ ହାଣି ଯୁବକ ଗିରଫ

ip камера 4мп уличная камера видеонаблюдения smart ip