ଭୁବନେଶ୍ୱର : ପ୍ରାଇସ, ପେନସନ ଓ ପ୍ରେଷ୍ଟିଜ ଦାବିରେ ପୁଣି ଆନ୍ଦୋଳନକୁ ଜୋରଦାର କରିଛି କୃଷକ ସଂଗଠନ । ବିଭିନ୍ନ ବାଟ ଦେଇ ରାଜଧାନୀ ଭିତରକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରିଥିଲେ ଚାଷୀ । କିନ୍ତୁ ଭୁବନେଶ୍ୱରରେ ପହଂଚିବା ପୂର୍ବରୁ ବିଭିନ୍ନ ସ୍ଥାନରୁ ଶହ ଶହ ଚାଷୀଙ୍କୁ ଅଟକାଇ ପୋଲିସ୍ ନେଇଛି ଉଠାଇ। ସୂଚନା ଅନୁଯାଇ, ଚାଷୀ ସମାବେଶ ପାଇଁ ଓଡିଶାର କୋଣ-ଅନୁକୋଣରୁ ଚାଷୀ ଭୁବନେଶ୍ୱରକୁ ଆସୁଥିଲେ । ତେବେ ଭୁବନେଶ୍ୱରକୁ ପ୍ରବେଶ କରିବା ପୂର୍ବରୁ ବିଭିନ୍ନ ଜାଗାରୁ ରସୁଲଗଡ, ବରମୁଣ୍ଡା ବସ ଷ୍ଟାଣ୍ଡ, ବମିଖାଲ, ରେଲୱେ ଷ୍ଟେସନରୁ ପୁଲିସ ସଂଗଠନକର୍ମୀଙ୍କୁ ଗିରଫ କରିନେଇଛି । ତେବେ ଯେଉଁମାନେ ଭୁବନେଶ୍ୱର ଆସିବାରେ ସପଳ ହୋିଥିଲେ ସେମାନଙ୍କୁ ବି ପୋଲିସ୍ ବିକ୍ଷୋପ ସମୟରେ ଗିରଫ କରିଥିଲେ ।
ହକ ପାଇଁ ହଜାର ହଜାର ଚାଷି ଲୋୟର ପିଏମଜିରେ!
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
