ଘରେ ପସ୍ତୁତ କରନ୍ତୁ ….ବ୍ରେଡ୍ ପୁଡିଂ ।

Odisha Hot News
1 Min Read

ଆବଶ୍ୟକୀୟ ସାମଗ୍ରୀ;- ବ୍ରେଡ, ଲହୁଣି ,ଖୀର,ଚିନି,ଗୁଜୁରାତି ଗୁଣ୍ଡ,କିସମିସ,ଅଣ୍ଡା ଓ କ୍ରମ୍ ।
ପ୍ରସ୍ତୁତି ପ୍ରଣାଳୀ:-ବ୍ରେଡରେ ଭଲ ଭାବେ ଳହୁଣି ଗୋଳାଇ ଏକ ପ୍ଳେଟ ରେ ରଖନ୍ତୁ ।କ୍ଷୀର ଅଧାହେବା ପର୍ଯ୍ୟନ୍ତ ଅଳ୍ପ ଆଂଚରେ ସିଝାନ୍ତୁ । ଏଥିରେ ଡବଲ କ୍ରିମ,ଚିନି ଏବଂ କିସମିସ ପକାଇ କିଛି ସମୟ ଗୋଳାନ୍ତୁ ।ଯେବେ ଏହା ଫୁଟିବା ଆରମ୍ଭ କରିବ ସେଥିରେ ଥଣ୍ଡା ଫେଂଟି ପକାନ୍ତୁ । ଲଗାତର ଗୋଳାନ୍ତୁ ,ଯେମିତି ତଳେ ଲାଗି ନ ଯାଏ ।ଏବେ କ୍ଷୀରର ଏହି ମିଶ୍ରଣକୁ ବ୍ରେଡ୍ ଉପରେ ଢାଳନ୍ତୁ ।ଥଣ୍ଡର ହୋଇଗଲା ପରେ ଫ୍ରଜରେ ଘଂଟାଏ ପର୍ଯ୍ୟନ୍ତ ଏହାକୁ ରଖନ୍ତୁ ଓ ଥଣ୍ଡା ଥଣ୍ଡା ଖାଆନ୍ତୁ ।

Share This Article
Leave a comment