ଦେବଗଡ଼: ମଣ୍ଡିର ଅବ୍ୟବସ୍ଥା ବିରୋଧରେ ତାତିଲେ ଚାଷୀ । ଜିଲ୍ଲାର ରିଆମାଳ ନାଉପଡ଼ା ମଣ୍ଡିରେ ଅବ୍ୟବସ୍ଥାକୁ ନେଇ ଚାଷୀମାନେ ଆନ୍ଦୋଳନ କରିଛନ୍ତି । ୫୩ ନମ୍ବର ଜାତୀୟ ରାଜପଥ ଚାଷୀମାନେ ଅବରୋଧ କରିଛନ୍ତି । ଯାହାଫଳରେ ଯାତାୟତ ଠପ୍ ହେବା ସହ ଯାତ୍ରୀମାନେ ନାହି ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପ୍ରତ୍ୟେକ ପଂଚାୟତରୁ ୩୯ ହଜାର କ୍ୱିଟାଲ ଧାନ କିଣିବାକୁ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ୧୬ ହଜାର କ୍ୱିଟାଲ ଧାନ କିଣାଯାଇଛି । ଯାହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋସ ଲାଗିରହିଥିବା ବେଳେ କର୍ତୃପକ୍ଷ ଗୋଟାଏ ଦିନ ଆଗରୁ ମଣ୍ଡିକୁ ବନ୍ଦ କରି ଦେଇଛନ୍ତି । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ୍ୟ । ତେବେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି ।
ମଣ୍ଡିର ଅବ୍ୟବସ୍ଥା ବିରୋଧରେ ତାତିଲେ ଚାଷୀ; ରୋକିଲେ ରାସ୍ତା !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
