ନୂଆଦିଲ୍ଲୀ: ଏବେ ଚୋରମାନେ ନିଜ ନଜର ବିସ୍ତାର ବଢେବା ପାଇଁ ନାବାଳକମାନଙ୍କୁ ଚୋରି ଶିକ୍ଷା ଦେଉଛନ୍ତି । ସେଥିପାଇଁ ଛୋଟ ଛୋଟ ପିଲାମାନଙ୍କୁ ଜନ ଗହଳିପୂର୍ଣ୍ଣ ସ୍ଥାନରେ ତାଲିମ ଦେଉଛନ୍ତି । ଏଭଳି ଏକ ରାକେଟକୁ ଦିଲ୍ଲୀ ପୁଲିସ ଠାବ କରିଛି । ଦିଲ୍ଲୀ ପୁଲିସ ଗତ କିଛି ଦିନ ଏହାର ସୁରାଗ ଖୋଜୁଥିଲା । ତେବେ ପୁଲିସ ଏହି ଗ୍ୟାଙ୍ଗର ଜଣେ ୧୩ ବର୍ଷୀୟ ନାବଳପ୍ରଥମେ ଧରିଥିଲା । ତ’ାପରେ ତା’ଠାରୁ ତଥ୍ୟ ସଂଗ୍ରହ କରି ପୁଲିସ୍ ତିନି ଜଣ ପକେଟମାରଙ୍କୁ ଗିରଫ କରିଥିଲା । ସୂଚନା ଅନୁଯାଇ ସେହି ପକେଟମାରଙ୍କ ଠାରୁ ୭ଟି ଚୋରା ମୋବାଇଲ ଓ ଗୋଟିଏ ଡାଏରି ଜବତ କରିଛି ପୁଲିସ୍ । ଗିରଫ ଅଭିଯୁକ୍ତମାନେ ହେଲେ ଭୂପେନ୍ଦ୍ର, ସୁନୀଲ ମହତୋ ଓ ବିହାରୀ । ଜବତ ହୋଇଥିବା ଡାଏରିରେ ବିଭିନ୍ନ ଚୋରିର ହିସାବ କରି ଭାଗ ବାଣ୍ଟ କରି ନେଇଥିଲେ ।
ଦେଶର ରାଜଧାନୀରେ ଚୋରି ପାଇଁ ନିଆରା ପରମ୍ପରା; ଛୋଟ ପିଲାଙ୍କୁ ସିଖାଯାଉଛି ଚୋରି ବିଦ୍ୟା !
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
