ଭୁବନେଶ୍ୱର : ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବିରେ ଆଜି ପଶ୍ଚିମ ଓଡ଼ିଶାର ସମ୍ବଲପୁର ଜିଲ୍ଲା ବ୍ୟତୀତ ଆଉ ସମସ୍ତ ଜିଲ୍ଲାରେ ୧୨ ଘଣ୍ଟିଆ ମହାବନ୍ଦ ଡାକରା ଦିଆଯାଇଛି । ଏଠାରେ ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ କରାଯାଇଛି । ସେହିପରି ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ସୁନ୍ଦରଗଡ, ବରାଙ୍ଗୀର, ବୌଦ୍ଧ, ଝାରସୁଗୁଡା, ନୂଆପଡା, ବରଗଡ, ଦେବଗଡ, ସୁବର୍ଣ୍ଣପୁର, କଳାହାଣ୍ଡିରେ ଚକା ଜାମ କରାଯାଇଛି । କିନ୍ତୁ ଏହି ମହାବନ୍ଦ ଡାକରାରୁ ବାଦ ପଡ଼ିଯାଇଛି ସମ୍ବଲପୁର ସହର ।
ପଶ୍ଚିମ ଓଡ଼ିଶାରେ ୧୨ଘଣ୍ଟିଆ ମହାବନ୍ଦ ଡାକରା !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
