ଭବନେଶ୍ବର: ୧୭ ଦିନରେ ପହଞ୍ଚିଲା ଲକ୍ଡାଉନ୍ । ସାରା ରାଜ୍ୟରେ ଏହାକୁ କଡାକଡି ଭାବେ ପାଳନ କରାଯାଉଥିବାବେଳେ ସଂକ୍ରମଣ ରୋକିବା ପାଇଁ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଛି । ଅମାନିଆଙ୍କୁ ସାବାଡ୍ କରିବା ପାଇଁ ମାସ୍କ ନ ପିନ୍ଧିଲେ ଫାଇନ୍ ଆଦାୟ କରାଯାଉଛି । ପ୍ରଥମ ୩ ଥର ମାସ୍କ ନପିନ୍ଧିଲେ ୨୦୦ଲେଖାଏଁ ଜରିମାନା ଓ ୩ ଥର ପରେ ୫୦୦ ଲେଖାଏଁ ଜରିମାନା ଆଦାୟ କରାଯିବ । ସେପଟେ ପରିବା ଓ ଗ୍ରୋସରୀ ସାମଗ୍ରୀ ଆଣିବା ପାଇଁ ବାଇକ୍ ମଧ୍ୟ ମନା କରାଯାଇଛି । ଏହାସହ ଲୋକଙ୍କ ସୁବିଧା ପାଇଁ ଘରେ ଘରେ ଜରୁରୀ ସାମଗ୍ରୀ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି ।
୧୭ ଦିନରେ ପହଞ୍ଚିଲା ଲକ୍ଡାଉନ୍, କଡାକଡି ଭାବେ ପାଳନ କରାଯାଉଛି ସଂକ୍ରମଣ ରୋକିବା ପାଇଁ ନିୟମ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Laineexome on ରାମ ମନ୍ଦିର ମାମଲା : ଅଯୋଧ୍ୟ୍ୟାରେ ଉଦ୍ଧବ ଠାକରେ
- 888starz_tySi on ଆଜିଠାରୁ ଆରମ୍ଭ ହେବ ‘ମୋ ସରକାର’ ଯୋଜନା
- plinko_mhKi on ହଷ୍ଟେଲ ରୁମ୍ ରେ ଛାତ୍ରୀଙ୍କ ଆତ୍ମହତ୍ୟା!
- ByronAdery on ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା: କ୍ୱାରାଣ୍ଟାଇନ୍ ନିୟମ ଉଲ୍ଲଂଘନ କଲେ ଗିରଫ
- http://gayle-force-removals.tibwluulju-wg96gwxgm4oy.p.temp-site.link/ on ପ୍ରେମ ବିବାହକୁ ନେଇ ଗାଁରେ ବସିଲା କଙ୍ଗାରୁକୋର୍ଟ: ଶଳା ବାହାଘର ଭିଣାଇକୁ ଦଣ୍ଡ !
