ଭୁବନେଶ୍ୱର: ୫ ରାଜ୍ୟରେ ନିର୍ବାଚନ ଫଳାଫଳ ବାହାରିବା ପରେ ସାରା ଦେଶରେ ବିଜେପି ସମେତ ସମସ୍ତ ଅଂଚଳିକ ଦଳ ମଧ୍ୟରେ ଛନକା ପଶିଛି । ଦେଶକୁ କରାୟତ କରିଥିବା ମୋଦି ସରକାରଙ୍କ ପରାଜୟର ମୁଖ୍ୟ କାରଣ ଚାଷୀ ମାରଣ ନୀତି ହୋଇଛି । ଯାହା ଦେଶର ରାଜନିତିଜ୍ଞମାନେ ଆକଳନ କଲେଣି । ଯାହାର ପ୍ରଭାବ ରାଜ୍ୟ ନବୀନ ସରକାରଙ୍କ ଠାରେ ପଡ଼ିଥିବା ଦେଖିବାକୁ ମିଳିଛି । ପୂର୍ବରୁ ଚାଷୀଙ୍କୁ ଋଣ, ବୀମା, ସ୍ମାର୍ଟ ଫୋନ ଦେବା ସହ ବିଭିନ୍ନ ଜନହିତକର ଯୋଜନା ସରକାର ଅପଣାଇଥିଲେ । କିନ୍ତୁ ଏତେ ଯୋଜନା କରିଥିଲେ ମଧ୍ୟ ପଡ଼ୋସୀ ରାଜ୍ୟରେ ନିର୍ବାଚନ ଫଳାଫଳ କୁ ନେଇ ନବୀନ ଟିକେ ବ୍ୟସ୍ଥ ହୋଇ ଚାଷୀଙ୍କ ନିକଟତର ହେବାକୁ ଲାଗିପଡ଼ିଛନ୍ତି । ଯାହାକୁ ନେଇ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି । ନବୀନଙ୍କ ଇସାରାରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜୁ କୃଷକ ଜନତା ଦଳର ସଭାପତି ଭାବେ ନିଯୁକ୍ତ କରିଛନ୍ତି । ଏହାସହ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କୁ ମହାସଚିବ ଭାବେ କୃଷକ ସଂଗଠନର ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ବିଜୁ କୃଷକ ଦଳର ସଭାପତି ଦାୟିତ୍ୱରୁ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ପଦରୁ ହଟାଯାଇଛି । ଏହାକୁ ୨୦୧୯ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଚାଷୀ ମାରଣ ନୀତି ପାଇଁ ରାଜସ୍ଥାନ ଛତିଶଗଡ଼, ମଧ୍ୟପ୍ରଦେଶ ବିଜେପି ହାତରୁ ଯିବା ମୁଖ୍ୟ କାରଣ ବୋଲି ରାଜନିତିଜ୍ଞମାନେ ଚର୍ଚ୍ଚା କରୁଛନ୍ତି । ଅନ୍ୟପଟେ ଚାଷୀଙ୍କ ପାଇଁ ଋଣଛାଡ଼ କରିବା ସହ ଆଗ୍ରୀମ ଲୋନ୍ ଦେଉଥିବାରୁ ଟିଡ଼ିପିକୁ ଭୋଟର ପୁର୍ଣ୍ଣରବାର କ୍ଷମତାକୁ ଆଣିଥିବା ଶୁଣିବାକୁ ମିଳୁଛି ।
ବେଳ ଥାଉ ସାବଧାନ ହେଲେ ନବୀନ, ପରିବର୍ତ୍ତନ କଲେ ବିଜୁ କୃଷକ ସଭାପତି !
- Advertisement -
Stay Connected
Comment
- vavada_srEt on ସଂସାର ଉଜାଡ଼ି ଦେଲା ଘରୋଇ କଳି; ନିଷ୍ଟୁର ବାପ କିରୋସିନ ଢାଳି ଝିଅ ଉପରେ ନିଆଁ ଲଗାଇ ଦେଲା !
- Williamjoria on ରାଜଧାନୀ ପ୍ରଶାନ୍ତି ବିହାର ଅଂଚଳରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର !
- Interior design Puchong on ଅାସନ୍ତାକାଲି ବିଜେପି ଛାଡ଼ିବେ ଦିଲୀପ ରାୟ ଓ ବିଜୟ ମହାପାତ୍ର !
- KadeZop on Architecture beach blue chairs
- mostbet_yrSi on ହଷ୍ଟେଲ ରୁମ୍ ରେ ଛାତ୍ରୀଙ୍କ ଆତ୍ମହତ୍ୟା!

Everything for Minecraft topminecraftworldseeds.com in one place: mods, skins, maps, texture packs, and the best seeds for survival, creativity, and adventure. Collections of popular add-ons, installation instructions, updates, and secure downloads for different versions of the game.
профильная труба сечение и толщина таблица размеров и толщины профильных труб