କଟକ : ଆଜିଠୁ ଖୋଲିଲା କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ମନ୍ଦିର। ସରକାରଙ୍କ କୋଭିଡ ନିୟମ ଅନୁସାରେ ଖୋଲିଛି ବାବା ଧବଳେଶ୍ୱରଙ୍କ ପୀଠ । ଆଜି ପୂଜକଙ୍କ ପରିବାର , ୯ ଓ ୧୦ରେ ମଞ୍ଚେଶ୍ଵର ପଞ୍ଚାୟତ ଓ ୧୧ ତାରିଖରୁ ସର୍ବସାଧାରଣ ଦର୍ଶନ କରିପାରିବେ। ଗୋଟିଏ ଥରରେ ୫୦ ଜଣ ଭକ୍ତ ୬ଫୁଟ ଦୂରତା ରଖି ମନ୍ଦିର ପରିସରରେ ଦର୍ଶନ କରିବେ। ପ୍ରତିଦିନ ସକାଳ ଛଅ ଘଟିକାରୁ ସନ୍ଧ୍ୟା ସାତ ଘଟିକା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବ୍ୟବସ୍ଥା କରାଯାଇଛି।
ଆଜିଠୁ ଖୋଲିଲା ପ୍ରସିଦ୍ଧ ବାବା ଧବଳେଶ୍ଵରଙ୍କ ମନ୍ଦିର

You Might Also Like
- Advertisement -
Comment