ଭୁବନେଶ୍ୱର : ଶୁକ୍ରବାର ରାଜସ୍ଥାନ ମତଦାନ ପରେ ରାସ୍ତା ଉପେରେ ଭୋଟ ବାକ୍ସ ପଡିଥିବାର ମଳିଛି । ଖାମଖିଆଲି ଦାୟିତ୍ୱ ଯୋଗୁ ଏହି ଭୁଲ ହୋଇଛି । ସେଥିଲାଗି ନିର୍ବାଚନ ଆୟୋଗ କଡ଼ା କର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି ମାମଲାରେ ଦୁଇ ଅଫିସରଙ୍କୁ ନିର୍ବାଚନ ଆୟୟୋଗ ନିଲମ୍ବିତ କରିଛି । ସୂଚନା ମୁତାବକ ବାରାଁ ଜିଲ୍ଲାର କିଶନଗଞ୍ଜ ଶାହାବାଦ୍ ଥାନାର ମୁଗାବଲୀ ରୋଡ୍ ଏନଏଚ୍ ୨୭ ରେ ସିଲ୍ ବନ୍ଦ ଇବିଏମ୍ ସଡକରେ ପଡିଥିବା ଦେଖିବାକୁ ମିଳିଥିଲା । ଭୋଟ୍ ପରେ ଇବିଏମ୍ କୁ ସିଲ୍ କରିଦିଆଯାଇଥିଲା । ଏବେ ଏହି ଇବିଏମ୍ ଥାନାଧିକାରୀଙ୍କ ପାଖରେ ମହଜୁତ ଅଛି । ତେବେ ରାଜସ୍ଥାନରେ କଂଗ୍ରେସକୁ ଅଧିକ ଭୋଟ୍ ମିଳିଥିବା କଥା ଶୁଣିବାକୁ ମିଳୁଛି ।
ରାସ୍ତାରୁ ମିଳିଲା ଭୋଟ୍ ବାକ୍ସ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Davidbioni on ପୁଣି ସଭ୍ୟ ସମାଜ ପାଇଁ ଲଜ୍ୟା ସୃଷ୍ଟି କଲା ଦୁଷ୍କର୍ମ: ବିଧବା ବୃଦ୍ଧାଙ୍କୁ ଅଧରାତିରେ କବାଟ ଭାଙ୍ଗି ଜୋର ଜବରଦସ୍ତ ଦୁଷ୍କର୍ମ !
- AllenLus on ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା: କ୍ୱାରାଣ୍ଟାଇନ୍ ନିୟମ ଉଲ୍ଲଂଘନ କଲେ ଗିରଫ
- Oformit zarybejnyu karty_nfol on ପୁଣି ସଭ୍ୟ ସମାଜ ପାଇଁ ଲଜ୍ୟା ସୃଷ୍ଟି କଲା ଦୁଷ୍କର୍ମ: ବିଧବା ବୃଦ୍ଧାଙ୍କୁ ଅଧରାତିରେ କବାଟ ଭାଙ୍ଗି ଜୋର ଜବରଦସ୍ତ ଦୁଷ୍କର୍ମ !
- Claudesmase on ଧାନ ଖଳାରେ ଲାଗିଲା ନିଆଁ; ସବୁ ଜଳି ପୋଡ଼ି ପାଉଁସ !
- Roberthib on London Spitfire punches ticket to Overwatch League finals
