ଭୁବନେଶ୍ବର : ରାଜଧାନୀର ବିଭିନ୍ନ ବାର୍ରେ ଚଢ଼ାଉ । ସିଲ୍ ହେଲା ୪ଟି ବାର। କମିଶନରେଟ ପୋଲିସ ପକ୍ଷରୁ ଚଢ଼ାଉ ହୋଇଛି । ଭୁବନେଶ୍ୱର ଖାରବେଳନଗର ଅଞ୍ଚଳରେ ରେଡ୍ କରିଛି ପୋଲିସ । ବାର୍ ଭିତରେ ଗ୍ରାହକଙ୍କ ମଦ ପିଇବା ନେଇ ଅଭିଯୋଗ ହୋଇଥିଲା କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ କଟିଲା ଫାଇନ୍ ୫୦ରୁ ଅଧିକ ଗ୍ରାହକଙ୍କ ଠାରୁ ଫାଇନ୍ ଆଦାୟ କରାଯାଇଛି । ବାର୍ ସିଲ୍ କରିବା ସହ ମାଲିକଙ୍କୁ ଅଟକ ରଖାଯାଇଛି ।
ରାଜଧାନୀର ବିଭିନ୍ନ ବାର୍ରେ ଚଢ଼ାଉ,୪ଟି ବାର ହେଲା ସିଲ୍

You Might Also Like
- Advertisement -
Comment