ବାଲେଶ୍ୱର: ଭିଜିଲାନ୍ସ ଜାଲରେ ଗ୍ରାମପଞ୍ଚାୟତରକାର୍ଯ୍ୟ ନିର୍ବାହୀ ଅଧିକାରୀ । ତେବେ ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଦହପଡାର ଗ୍ରାମପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜଣେ ହିତାଧିକାରୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । କାର୍ଯ୍ୟ ନିର୍ବାହୀ ଅଧିକାରୀ ହେଉଛନ୍ତି ଈଶ୍ୱର ଚନ୍ଦ୍ର ଦାସ । ହିତାଧିକାରୀ ହେଲେ ମଧୁସୂଦନ ଜେନା । ସୂଚନା ମୁତାବକ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଈଶ୍ୱର ଚନ୍ଦ୍ର ଦାସ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ପାଇଁ ମଧୁସୂଦନ ଜେନା ଙ୍କ ଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ ଭିଜିଲାନ୍ସ ହାତରେ ଧରାପଡିଯାଇଥିଲେ । ଏହାପରେ ତାଙ୍କର ଥିବା ମାଣି ସ୍ଥିତ ବାସଭବନରେ ବାଲେଶ୍ୱର ଜିଲ୍ଲା ଭିଜିଲାନ୍ସ ଚଢାଉ ରଖିଥିବା ଜଣାପଡିଛି । ଏବଂ ତାହାସହିତ ମୁଲ୍ୟବାନ କାଗଜପତ୍ର ଜବତ କରିବା ସହ ବିଭିନ୍ନ ବ୍ୟାଙ୍କ ର ପାସ୍ ବୁକ୍ କୁ ମଧ୍ୟ ଜବତ କରିଛି ।
୨ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଭିଜିଲାନ୍ସ ହାତରେ ଧରା ପଡିଗଲେ : ଗ୍ରାମପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- aviator_yySn on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
- mostbet_ieSt on ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଡିକକ୍
- кактус казино официальный on ଅାସନ୍ତାକାଲି ବିଜେପି ଛାଡ଼ିବେ ଦିଲୀପ ରାୟ ଓ ବିଜୟ ମହାପାତ୍ର !
- Williamjoria on ଧୂମପାନ ପରିତ୍ୟାଗ ପାଇଁ ଆପ୍ସ
- 비아그라 구매 on ଅାସନ୍ତାକାଲି ବିଜେପି ଛାଡ଼ିବେ ଦିଲୀପ ରାୟ ଓ ବିଜୟ ମହାପାତ୍ର !
