ଭୁବନେଶ୍ୱର: ନିର୍ବାଚନୀ ଫାଇଦା ପାଇଁ କାଳିଆ ଯୋଜନାକୁ ବ୍ୟବହାର କରାଯାଇଛି ।ବିଧାନସଭାରେ କୃଷି ମନ୍ତ୍ରୀ ଅରୁଣ ସାହୁ ଭୁଲ ତଥ୍ୟ ଦେଇଛନ୍ତି ବୋଲି କଂଗ୍ରେସ ମୁଖପାତ୍ର ସତ୍ୟପ୍ରକାଶ ନାୟକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି । ଭୁଲ ତଥ୍ୟ ଦେଇ ଗୃହର ଅବମାନନା କରିଛନ୍ତି ମନ୍ତ୍ରୀ । କୃଷି ମନ୍ତ୍ରୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ଫାଇଭ ଟି ବ୍ୟବହାର କରନ୍ତୁ । ଅରୁଣ ସାହୁଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି । ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖି କୃଷିମନ୍ତ୍ରୀ କହିଛନ୍ତି କି ତାଙ୍କ ପାଖରେ କଂଗ୍ରେସ ଦେଇଥିବା ତଥ୍ୟ ନାହିଁ। ତଥ୍ୟ ହାସଲ କଲେ ସେ ଏହାର ଜବାବ ରଖିବେ ବୋଲି କହିଛନ୍ତି।
ସତ୍ୟ ନାୟକ କହିଛନ୍ତି କି, କାଳିଆ ଯୋଜନାକୁ ନେଇ କୃଷି ମନ୍ତ୍ରୀ ଅରୁଣ ସାହୁ ପବିତ୍ର ବିଧାନସଭା ଗୃହରେ ଯେଉଁ ତଥ୍ୟ ଉପସ୍ଥାପନ କରିଥିଲେ ତାହା ଭୁଲ ଅଟେ । ମନ୍ତ୍ରୀ ଅସଲି ଚିଠା ପରିବର୍ତ୍ତେ ନକଲି ଚିଠା ଉପସ୍ଥାପନ କରିଛନ୍ତି । ତେବେ ଆରଟିଆଇ ତଥ୍ୟରେ ଗତ ଅକ୍ଟୋବର ମାସ ସୁଦ୍ଧା ୧ଲକ୍ଷ ୭୨ ହଜାର ୯୦୮ ଜଣ ଅଯୋଗ୍ୟ କାଳିଆ ହିତାଧିକାରୀ ସାମିଲ ଅଛନ୍ତି ବୋଲି ତଥ୍ୟ ରହିଛି । କିନ୍ତୁ ମନ୍ତ୍ରୀ ଗୃହରେ ୪୫ ହଜାର ୯୬୫ ଜଣ ଅଯୋଗ୍ୟ ହିତାଧିକାରୀ ବୋଲି କହିଥିଲେ । ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ତଥା ଅରୁଣ ସାହୁ ଯେଉଁ ଚିଠା ଦେଇଥିଲେ ତାହା ଥିଲା ନକଲି ଚିଠା । କାରଣ ମୋଟ ୩୦ ଜିଲ୍ଲାର ୪୫ ହଜାର ୯୬୫ ଜଣ ଅଯୋଗ୍ୟ ହିତାଧିକାରୀ ଅଛନ୍ତି ବୋଲି ସେ ବିଧାନସଭାରେ ରିପୋର୍ଟ ଦେଇଥିଲେ ।
କିନ୍ତୁ ମାତ୍ର ୧୦ଟି ଜିଲ୍ଲାର ଆରଟିଆଇ ତଥ୍ୟ କହୁଛି କି, କୋରାପୁଟ ଜିଲ୍ଲାରେ ୧୫ ହଜାର ୨୫୫ ଜଣ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଥିବା ବେଳେ କେବଳ ସୁବର୍ଣ୍ଣପୁରରେ ୩୭ ହଜାର ୭୫୯ଜଣ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନତି । ସେହିଭଳି ଖୋର୍ଧାରେ ୧୮ ହଜାର ୫୫୨, ଗଂଜାମରେ ୧୯ ହଜାର ୯୮୦ , ମୟୂରଭଂଜରେ ୧୪ ହଜାର ୧୭, ମାଲକାନଗିରିରେ ୯ ହଜାର ୮୫୨ , ସୁନ୍ଦରଗଡ ୧୧ହଜାର ୫୪୨, ସମ୍ବଲପୁର ୧୦ ହଜାର ୫୦ ଏବଂ ଜଗତସିଂହପୁର ୧୫ ହଜାର ୮୯୧ ଜଣ ଅଯୋଗ୍ୟ ହିତାଧିକାରୀ ଅଛନ୍ତି । ତେବେ ମାତ୍ର ୧୦ଟି ଜିଲ୍ଲାର ମୋଟ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ହେଲା ୧ ଲକ୍ଷ ୭୨ ହଜାର ୯୦୮ ଅର୍ଥାତ୍ ୮୬ କୋଟିରୁ ଅଧିକ ଟଙ୍କା ହେରଫେର ହୋଇଛି। ଏ ମାମଲାରେ ମନ୍ତ୍ରୀଙ୍କ ଉପରେ କ’ଣ ଚାପ ପଡିଲା , କିଏ ଚାପ ପକାଇଲା ଏ କାଳିଆ କେଳେଙ୍କାରୀରୁ ବଂଚିବା ପାଇଁ ଆଉ ଅସଲି ଚିଠାକୁ ଚାପି ଦେଇ ଗୋଟେ ନକଲି ଚିଠାର ଉତ୍ତର ଦେଲେ ତାହା ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଛି କଂଗ୍ରେସ ।
ସେମାନଙ୍କୁ ପ୍ରଥମ କିସ୍ତିରେ ପ୍ରଦାନ କରାଯାଇଥିବା ଅର୍ଥର ପରିମାଣ ହେଉଛି ୨୨ ଲକ୍ଷ ୯୮ ହଜାର ୨୫ ହଜାର ଟଙ୍କା। ଏବେ ବି ଯାଞ୍ଚ କାର୍ଯ୍ୟ ଚାଲୁ ରହିଛି। ଯାଞ୍ଚ ସରିବା ପରେ ଯୋଗ୍ୟ ହିତାଧିକାରୀଙ୍କର ଚୂଡ଼ାନ୍ତ ତାଲିକା ଅନଲାଇନରେ ଉପଲବ୍ଧ କରାଯିବ। ସରକାରଙ୍କୁ ମିଳିଥିବା ୪୦ ଲକ୍ଷ ଦରଖାସ୍ତକାରୀଙ୍କ ତାଲିକାର ତର୍ଜମା କରାଯାଇ ହିତାଧିକାରୀଙ୍କୁ ଚୟନ କରାଯାଇଛି ଏବଂ ସେମାନଙ୍କୁ ମଧ୍ୟ ଚଳିତ ନଭେମ୍ବର ମାସରେ ସହାୟତା ପ୍ରଦାନ କରାଯିବ।

Old men twinks photosIncrest cartoon titsHardcore public marketing companies in hyderabadNuk latex personalized pacifersBbw teacher storiesGloryhole free vidsFlight attendant
nude picsFree big tits pics galleryGirl sexual fantasies xnxx Asian teen blowjob moviesMature housewife
tracyMoms whose love pussyRugrats cartoon pornVintage wristwatch price guideShoulder screw stripper boltVouyer deep throatAdult mixed wrestling humiliationLesbian sex video french girls https://blog.jumpandread.com/ Trittiford adult education centreOrgy blogsCarmen cruz
sucks cockJoanne stamper nudeClip long porn videoMegaupload adult linksMandingo black cocksParis hilton sex tape cabSwinging hanging
tits tube xnxx Twink masturbatingNew blood test for breast
cancerFree big tit gangbangGirl gives blowjob for moneyAnalingus tipsSwingers matureSell vintage wineVintage craft booksNasty ass fuck
дакимакур заказ со своим принтом купить аниме подушку
демонтаж зданий стоимость демонтаж старого здания
Попал в реестр рнп? как избежать включения в рнп по 44 фз анализ обстоятельств закупки, подготовка документов, составление возражений и защита интересов участника в ФАС. Профессиональное сопровождение на всех этапах рассмотрения дела.
Which meme coins https://top-meme-coins.com reached their highest price peaks? Reviews of Dogecoin, Shiba Inu, Pepe, Dogwifhat, and other popular tokens. Historical charts, price records, major corrections, market trends, and cryptocurrency dynamics analysis.
The top 10 hiking apps https://www.herotraveler.com/SebastianFrost/story/10-best-hiking-apps-2027/ for 2027, with a detailed overview of features and capabilities. Explore apps for route planning, GPS navigation, terrain viewing, and offline maps. Find the perfect solution for hikes of varying difficulty levels.
Полезный материал здесь https://www.realbrest.by/prosto-dlja-vas/perehod-bez-bordyurov-kak-podruzhit-kvadrat-13-2-13-2-i-kirpichik-6-5-20-v-odnoi-vannoi.html — стыковка форматов 13,2?13,2 и 6,5?20.
Снотворные без рецепта https://empathycenter.ru/articles/snotvornye-bez-retsepta/ для взрослых: обзор популярных безрецептурных средств, их состава и особенностей действия. Читайте о возможных рисках, взаимодействии с другими препаратами и правилах применения. Узнайте, когда бессонница требует медицинской помощи.
Which meme coins https://top-meme-coins.com have become the most popular, and how have their prices changed? A review of the historical peaks and valleys of Dogecoin, Shiba Inu, Pepe, and other projects. We examine the influence of social media, investor interest, and market sentiment on cryptocurrency prices.
Открыть полную публикацию: https://go.bixware.at/tamiesmoot9443
Сканди Хаус https://scandi.haus – строительство каркасных домов в Москве. Построим «под ключ» на вашем участке за 2 месяца. Современные полностью готовые дома для постоянного проживания с отделкой и коммуникациями. Ознакомьтесь с проектами на сайте.
Нужен сыр? сыры оптом в москве в Москве для магазинов, кафе, ресторанов и предприятий общественного питания. Широкий выбор твёрдых, мягких и полутвёрдых сортов, выгодные условия закупки, оптовые цены и доставка продукции.
баня из бруса под ключ цена бани из бруса под ключ проекты
A detailed overview https://undress-tools.carrd.co of Undress AI and DeepNude technologies. Learn about image generation features, limitations of artificial intelligence, privacy policies, photo upload security, and terms of use.
глаз бога по телефону глаз бога найти человека
Before hiring an amazon advertising agency, decide whether the priority is account cleanup, launch support, scaling, profitability control, or ongoing operational coverage. Ask how the team audits search terms, campaign structure, match types, placements, budgets, bids, negatives, and duplicated targeting before proposing changes. A proposal that ignores margins or inventory may not fit the account’s operating reality.
Цікавлять новини? https://channel.com.ua основні події країни, нові публікації та важливі інформаційні матеріали. Читайте про політику, економіку, суспільство, бізнес та міжнародні відносини. Оперативні огляди, аналітика та подробиці подій з різних регіонів.