ପୁରୀ : ଶ୍ରୀ ମନ୍ଦିର ବେଢା ମଧ୍ୟରେ ଚାପ ଖେଳିବେ ମହାପ୍ରଭୁ । ମହାମାରୀ କରୋନା ପାଇଁ ଚଳିତ ବର୍ଷ ଶ୍ରୀମନ୍ଦିର ବେଢା ମଧ୍ୟରେ ଚାପ ଖେଳିବେ ମହାପ୍ରଭୁ । ଲକଡାଉନ କଟକଣା ପାଇଁ ଶ୍ରୀମନ୍ଦିର ଭିତରରେ ହିଁ ଅନୁଷ୍ଠିତ ହେବ ମହାବାହୁଙ୍କ ଚନ୍ଦନ ଯାତ୍ରା । ମହାପ୍ରଭୁଙ୍କ ନୌକାବିହାର ପାଇଁ ମୁକ୍ତି ମଣ୍ଡପ ନିକଟରେ ୨ଟି ଜଳକୁଣ୍ଡ ପ୍ରସ୍ତୁତ କରାଯିବ ସେଥିରେ ମହାପ୍ରଭୁଙ୍କ ଚାପ ଖେଳାଯିବ ବୋଲି ଜଣାପଡିଛି । ଶ୍ରୀମନ୍ଦିର ଭିତରେ ୨୧ ଦିନ ଧରି ଯାହା ନୀତିକାନ୍ତି ହେବା କଥା ସେ ସମସ୍ତ ନୀତିକାନ୍ତି କରାଯିବ ।
ସେହିଭଳି ଶ୍ରୀମନ୍ଦିର ଭିତରେ ଅନୁଷ୍ଠିତ ହେବ ଅକ୍ଷୟ ତୃତୀୟା ନୀତି । ଚାହାଣୀ ମଣ୍ଡପ ନିକଟରେ ୯ ଜଣ ଶୋତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା ରଥ ଅନୁକୁଳ ପାଇଁ ହୋମ କରିବା ନିମନ୍ତେ ଅସ୍ଥାୟୀ ଚାଳିଆ ନିର୍ମାଣ କରାଯାଇଛି। ସେଠାରେ ହିଁ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ପ୍ରଦାନ କରିବେ। ଏଥି ସହ ରଥନିର୍ମାଣ ଅନୁକୁଳ ହେବ । ଏ ନେଇ ଚାଲିଥିବା ବୈଠକରେ ନିଷ୍ପତି ନିଆଯାଇଥିବା ନେଇ ସ୍ପଷ୍ଟ କରାଯାଇଛି ।
ଆଜି ଶ୍ରୀମନ୍ଦିର ଭିତରେ ଅକ୍ଷୟ ତୃତୀୟା ନୀତି ହେବାକୁ ଥିବାବେଳେ ଓ ଚନ୍ଦନ ଯାତ୍ରାର ବିଧି ମଧ୍ୟ ଶ୍ରୀ ମନ୍ଦିର ମଧ୍ୟରେ ହେବ । ଲକଡାଉନ କଟକଣା ଯୋଗୁଁ ମହାପ୍ରଭୁଙ୍କର କୌଣସି ପର୍ବ ବାହାରେ ହୋଇପାରିବ ନାହିଁ । ତେଣୁ ଶ୍ରୀମନ୍ଦିରର ପରମ୍ପରା ଓ ବିଧିକୁ କେମିତି ବଜାୟ ରଖି ହେବ, ସେଥିପାଇଁ ମହାପ୍ରଭୁଙ୍କ ସମସ୍ତ ପର୍ବକୁ ମନ୍ଦିର ଭିତରେ କରିବା ପାଇଁ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଦେଇଥିଲେ । ରଥ ନିର୍ମାଣ କାର୍ଯ୍ୟଠାରୁ ଆରମ୍ଭ କରି , ଚନ୍ଦନଯାତ୍ରା ଓ ଅନ୍ୟାନ୍ୟ ସମସ୍ତ ନୀତି ମନ୍ଦିର ଭିତରେ ଆରମ୍ଭ ହେବ ।

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Vavada casino oferuje polskim graczom rozbudowany wybór gier od pragmatic play i evolution gaming, atrakcyjne bonusy powitalne oraz profesjonalną obsługę klienta w języku polskim.
Dbamy o to, aby każdy gracz czuł się bezpiecznie i komfortowo. Oferujemy popularne metody płatności, takie jak Blik, Przelewy24, Skrill czy karty VISA/Mastercard, z minimalnym depozytem wynoszącym zaledwie 40 zł. Wypłaty w kasynie Slotica PL realizujemy błyskawicznie – zazwyczaj w ciągu 24 godzin. Zapewniamy także całodobowe wsparcie w języku polskim, dostępne przez czat online lub e-mail.
KYC przeprowadzamy przed pierwszą wypłatą. Prosimy o skan dokumentu tożsamości i potwierdzenie adresu zamieszkania (np. rachunek za media z ostatnich 3 miesięcy). Jeśli wpłacałeś przez kartę, dorzucamy potwierdzenie metody płatności. Cały proces zwykle zamyka się w 24 godzinach – pomaga nam to chronić Twoje konto przed nieuprawnionym dostępem.
Marka Vavada pojawiła się na scenie w 2017 roku z garścią slotów w ofercie. Od tamtej chwili przeszła długą drogę – dziś w jej katalogu znajdziesz nie tylko automaty, lecz także klasyczne gry stołowe, jackpoty i rozbudowane kasyno na żywo. Z lokalnego debiutanta Vavada stała się graczem globalnym, a w Polsce zdobyła sympatię użytkowników dzięki prostym zasadom, licencji Curaçao oraz wygodnym płatnościom w złotówkach. To konsekwentne podejście sprawia, że marka systematycznie wzmacnia swoją pozycję w świecie iGamingu.