ଭୁବନେଶ୍ୱର : କମିଶନରେଟ ପୋଲିସ ପକ୍ଷରୁ ୫୦୨ଜଣ ବେପରୁଆ ଗାଡି ଚାଳକଙ୍କୁ ଚିହ୍ନଟ କରି ୩ଲକ୍ଷ ୭୫ହଜାର ଟଙ୍କାର ଜରିମାନା କରିଛି ଟ୍ରାଫିକ ପୋଲିସ। ରଙ୍ଗରୁଟରେ ଯାଉଥିବାରୁ ୨୩ ଗାଡି ଜବତ କରାଯାଇଛି, ବେଆଇନ ପାର୍କିଂ ପାଇଁ ୩୫ ଜଣଙ୍କୁ ଜରିମାନା, ସିସିଟିଭି ଦ୍ୱାରା ୧୪୧ ଜଣଙ୍କୁ ଚିହ୍ନଟ କରାଯାଇ ଚାଲାଣ କଟାଯାଇଛି। ସେହିଭଳି ୮୭ଜଣ ବିନା ହେଲମେଟ୍ରେ ଯାଉଥିବାବେଳେ ଧରାପଡି ଜରିମାନା ଦେଇଛନ୍ତି। ୨୩ଜଣ ୪ ଚକିଆରେ ସିଟ୍ବେଲ୍ଡ ବାନ୍ଧି ନ ଥିବାରୁ ଓ ବାଇକରେ ୩ଜଣ ବସି ଯାଉଥିବାବେଳେ ୩୩ଜଣ ଧରାପଡି ଜରିମାନା ଗଣିଥିବା କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି। ଏହାସହ ସୋମବାରଠାରୁ ମୋବାଇଲ୍ ଫୋନ୍ରେ କଥା ହୋଇ ଓ ରଙ୍ଗ୍ସାଇଡ୍ ଗାଡି ଚାଳନା ଉପରେ ଅଧିକ ଫୋକସ ଦିଆଯିବ ବୋଲି ଟ୍ରାଫିକ୍ ଡିସିପି ସାଗରିକା ନାଥ କହିଛନ୍ତି।
୫୦୨ଜଣଙ୍କ ଉପରେ ୩.୭୫ ଲକ୍ଷ ଜରିମାନା କଲା ପୋଲିସ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Ianfigue on ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା: କ୍ୱାରାଣ୍ଟାଇନ୍ ନିୟମ ଉଲ୍ଲଂଘନ କଲେ ଗିରଫ
- DillonGex on ଭାଗ ନଛିଡ଼ିବରୁ ପିଟା ପିଟି !
- KareemWaf on ଆଜିର ରାଶିଫଳ
- TerrellWerve on କାମ କରିବାକୁ ଯାଇ ଝିଅ ତାମିଲନାଡ଼ୁରେ ନିଖୋଜ; ଗୁହାରୀ ପରେ ମଧ୍ୟ ଶୁଣୁନି ସରକାର !
- DamiankeymN on କୋଭିଡ୍-୧୯: ଦିଲ୍ଲୀରୁ ଶ୍ରମଜୀବୀମାନଙ୍କ ଅପସାରଣ ତ୍ୱରାନ୍ୱିତ କଲେ ଉତ୍ତରପ୍ରଦେଶ ସରକାର
