ଅନୁଗୁଳ : ୨୦୧୯ ନିର୍ବାଚନରେ କିଏ ଭୋଟରଙ୍କ ମନଜିଣି ଏ ଅଞ୍ଚଳରୁ ବିଧାୟକ ହେବେ ? ସେ ନେଇ ଭୋଟରଙ୍କ ମଧ୍ୟରେ ସଚେତନତା ଜାଗ୍ରତ କରିବାକୁ ପ୍ରମୁଖ ତିନିଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗିରହିଛି । ପ୍ରଥମରେ ବିଜେଡିରେ ତିନିରୁ ଚାରି ଆଶାୟୀ ପ୍ରାର୍ଥୀଙ୍କ ନାମ ଲୋକମୁଖରେ ଓ ସୋସିଆଲ୍ ମିଡିଆରେ ଜୋର୍ଦାର ପ୍ରଚାରିତ ହେଉଛି । ସେମାନଙ୍କ ମଧ୍ୟରେ ଏବର ବିଧାୟକ ଶ୍ରୀ ସିଂହ, ପୂର୍ବତନ ନଗରପାଳ ଶକ୍ତିପ୍ରସାଦ ପଟ୍ଟନାୟକ ଓ ଢେଙ୍କାନାଳ ଅନୁଗୁଳ ଲୋକସଭା ସଦସ୍ୟ ତଥାଗତ ସତପଥୀଙ୍କ ଅନୁଗୋଳ ଜିଲ୍ଲା ପ୍ରତିନିଧି ଭକ୍ତି ପ୍ରସାଦ ଦାଶ ଏବଂ ଗତଥରର କଂଗ୍ରେସ ସାଂସଦ ପ୍ରାର୍ଥୀ ଓ ପୂର୍ବତନ ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ । ତନ୍ମଧ୍ୟରୁ ବିଧାୟକ ରଜନୀକାନ୍ତ ସିଂହଙ୍କ ମୁତାବକ ସେ ତାଙ୍କର ସ୍ୱଚ୍ଛ ଭାବମୂର୍ତ୍ତି, ତାଙ୍କ ଦଳର ନେତା ଓ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଛବିକୁ ନେଇ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇ ଜିତିବା ପାଇଁ ଆଶା ରଖିଛନ୍ତି । ସେହିପରି ଅନ୍ୟ ଦୁଇ ଆଶାୟୀଙ୍କ ମଧ୍ୟରେ ଉଭୟ ଲୋକମାନଙ୍କ ପାଖକୁ ଯାଇ ଓ ବିଧାୟକଙ୍କୁ ବାଦ୍ ଦେଇ ସଭାମାନ କରୁଥିବାର ଓ ଲୋକଙ୍କ ସମସ୍ୟା ଦୂର କରୁଥିବା ସ୍ପଷ୍ଟ ଚିତ୍ର ମିଳିୁଛି । ଏତଦ୍ ବ୍ୟତୀତ ବଅଁରପାଳ ଅଞ୍ଚଳରେ ଜନୈକ ଜିଲ୍ଲା ପରିଷଦ କିମ୍ବା ତାଙ୍କ ସମ୍ପର୍କୀୟ ମଧ୍ୟ ବିଧାୟକ ଟିକେଟ ପାଇଁ ଆଶାବାଦୀ ଥିବା ତାଙ୍କ ସମର୍ଥକଙ୍କ ମୁହଁରୁ ଶୁଣାଯାଉଛି । ସେହିପରି ଶ୍ରୀ ସାମଲ ବର୍ତ୍ତମାନ ନିଜର ପୈତୃକ ଗ୍ରାମରେ ନ ରହି ବଅଁରପାଳ ସନ୍ତ୍ରୀ ଛକସ୍ଥିତ ନିଜ ନୂତନ ଘରେ ରହୁଛନ୍ତି ଓ ତାଙ୍କ ସମର୍ଥକ ସବୁ ସମୟରେ ନିଜ ନେତାଙ୍କ ସହ ଯୋଗାଯୋଗରେ ମଧ୍ୟ ରହୁଛନ୍ତି । ପୂର୍ବତନ କଂଗେସ ଏମ୍ପି ପ୍ରାର୍ଥୀ ହିସାବରେ ଏ ଅଞ୍ଚଳରେ ତାଙ୍କର ସମର୍ଥକଙ୍କ ସଂଖ୍ୟା ମଧ୍ୟ ବଢ଼ିଛି । ଯେ କି କଂଗ୍ରେସ ଛାଡ଼ି ବିଜେଡିରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଯୋଗ ଦେଇଛନ୍ତି । ତେଣୁ ଦରକାର ପଡ଼ିଲେ ତାଙ୍କୁ ମଧ୍ୟ ବିଧାୟକ କିମ୍ବା ଏମ୍ପି ଟିକେଟ୍ ମିଳିପାରେ । ସମସ୍ତଙ୍କ ସମର୍ଥକ ନିଜ ନିଜ ପସନ୍ଦର ନେତାଙ୍କୁ ଟିକେଟ ମିଳିବା ପାଇଁ ଚେଷ୍ଟା କରୁଥିବା ଲକ୍ଷ୍ୟ କରାଯାଉଛି । ସେହିପରି ବିଜେପି ଦଳରେ ମଧ୍ୟ ତିନ ପ୍ରତିଯୋଗୀ ଆଶାୟୀ ଅଛନ୍ତି । ପ୍ରଥମେ ହେଲେ ୨୦୧୪ ନିର୍ବାଚନରେ ପ୍ରାର୍ଥୀ ଥିବା ମୀନକେତନ ଅମାନ୍ତ, ଦ୍ୱିତୀୟରେ ପୂର୍ବ ବିଧାନସଭା ନିର୍ବାଚନରେ କଂଗ୍ରେସ ଟିକେଟ୍ରୁ ଲଢ଼ି ଦ୍ୱିତୀୟ ସ୍ଥାନରେ ରହି ବିଜେଡି ପ୍ରାର୍ଥୀଙ୍କ ଠାରୁ ୨୦ ହଜାର ଭୋଟ ବ୍ୟବଧାନରେ ହାରିଥିବା ପ୍ରତାପ ଚନ୍ଦ୍ର ପ୍ରଧାନ , ଯେ କି ବର୍ତ୍ତମାନ ବିଜେପରେ ଯୋଗ ଦେଇ ଟିକେଟ ଆଶାୟୀ ଅଛନ୍ତି । ସେହିପରି ନୂଆ ଚେହେରା ଯୋଗୀବାବା ସୁକାନ୍ତ ନାଥ ମଧ୍ୟ ନିଜ ସମର୍ଥକଙ୍କ ସହ ବିଭିନ୍ନ ଅଞ୍ଚଳରେ ସଭା, ସୋସିଆଲ୍ ମିଡିଆରେ ଦେଖା ଦେଉଥିବା ବେଳେ ଅନୁଷ୍ଠାନଗୁଡ଼ିକର କାର୍ଯ୍ୟକ୍ରମରେ ଯୋଗ ଦେଉଥିବାର ଦେଖାଯାଉଛି । ବାବାଙ୍କ ସମର୍ଥକ ମଧ୍ୟ ବାବାଙ୍କୁ ଟିକେଟ ମିଳିବା ନେଇ ଆଶାବାଦୀ । ଏ ବିଷୟରେ ବାବା କୋଣସି ପ୍ରତିକ୍ରିୟା ଦେଇନଥିବା ବେଳେ ବିଜେପି ରାଜ୍ୟ ଶାଖା ବିଜୟ ସମ୍ଭାବ୍ୟତା ଉପରେ ରଖୁଛି ନଜର । କାହାକୁ ଟିକେଟ ମିଳିବ ତାହା ଉଚ୍ଚସ୍ତରୀୟ କମିଟି ଓ ଦଳର ଅଧ୍ୟକ୍ଷ ଶ୍ରୀ ଶାହଙ୍କ ଉପରେ ନିର୍ଭର କରୁଛି । ବିଜେପିରେ ମୁଖ୍ୟ ବାଧକ ତୈଳ, ଗ୍ୟାସ୍ଦର ବୃଦ୍ଧି ପ୍ରସଙ୍ଗ ଦଳକୁ ଅଡ଼ୁଆରେ ପକାଇପାରେ । ସେହିପରି କଂଗ୍ରେସରେ ମଧ୍ୟ ବିପ୍ଳବ ଜେନାଙ୍କ ବିଧାୟକ ଟିକେଟ କଥା ଟାଣ ହୋଇଥିବା ସ୍ଥଳେ ବିରୋଧୀ ପକ୍ଷର ଅନ୍ୟ କିଛି ଆଶାୟୀ ଭାବେ ଅଛନ୍ତି । ତନ୍ମଧ୍ୟରେ କଂଗ୍ରେସର ପୁରୁଣା ନେତା ସଂଗ୍ରାମ ମିଶ୍ର ଅନ୍ୟତମ । ତାଙ୍କ ବିଷୟରେ ଚର୍ଚ୍ଚା ଜୋର୍ ଧରିଛି । କାରଣ ଆଜିକାଲି ସେ ବିପ୍ଳବ ଜେନାଙ୍କ ସଭାରେ ଦେଖାଯାଉ ନାହାନ୍ତି । ଅପର ପକ୍ଷରେ ଅନୁଗୋଳ ବ୍ଲକ୍ ଓ ସଦରରୁ ମଧ୍ୟ କଂଗ୍ରେସ ବିଧାୟକ ପ୍ରାର୍ଥୀ ହେବା ନେଇ କେତେକ ଆଶାୟୀ ଥିବା ଚର୍ଚ୍ଚା ହେଉଛି । ବିଜେଡିରେ ମୁଖ୍ୟ ପ୍ରସଙ୍ଗ ଡମ୍ପିଂୟାର୍ଡ ବିବାଦ, ନାଲ୍କୋ ଆଲୁମିନିୟମ୍ କାରଖାନାରେ ୨୦୦ ନାଲ୍କୋ ସ୍ପୋନ୍ସର୍ଡ ଏଲ୍ଏପି ଆଇଟିଆଇଙ୍କୁ ନିଯୁକ୍ତି ପ୍ରଭୃତି ପ୍ରସଙ୍ଗ ନିର୍ବାଚନ ପ୍ରଚାରରେ ବାଧକ ହୋଇପାରେ । ସେହିପରି କଂଗ୍ରେସରେ ନୂଆମୁହଁ ଓ ଯୁବଶକ୍ତିର ଅଭାବ ଏବଂ ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କ ବିଜେପିରେ ଯୋଗଦାନ ଅଡ଼ୁଆରେ ପକାଇପାରେ, ମାତ୍ର ଜିଲ୍ଲା ସଭାପତି ବିପ୍ଳବଙ୍କ କହିବା ମୁତାବକ ସେ ଏଥରର ନିର୍ବାଚନ ବୈତରଣୀ ପଞ୍ଚାୟତ ଭୋଟରଙ୍କ ଆସ୍ଥାରେ ଜିତିବେ । ତେଣୁ କାହା ଭାଗ୍ୟରେ କେଉଁ ଦଳର ଟିକେଟ ଅଛି ତାହା ସମୟ ହିଁ କହିବ ବୋଲି ତଥ୍ୟାଭିଜ୍ଞ ମହଲରେ ଆଲୋଚନା ଚାଲିଛି । ପ୍ରକାଶଥାଉକି ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟର ସଂଖ୍ୟା ୨ଲକ୍ଷ ୯ହଜାର ୩୩୪ ଥିବ ବେଳେ ସେଥିରୁ ପୁରୁଷ ୧ଲକ୍ଷ ୧୦ହଜାର ୪୩୭ଜଣ ପୁରୁଷ ଭୋଟର ହୋଇଥିବାବେଳେ ମହିଳାଙ୍କ ସଂଖ୍ୟା ୯୮ହଜାର ୮୯୧ଜଣ ।
ବଢୁଛି ଆଶାୟୀଙ୍କ ସଂଖ୍ୟା : ଟିକେଟ କାହା ଭାଗ୍ୟରେ, ଜିତିବେ କିଏ?
- Advertisement -

комплект камер видеонаблюдения купить видеонаблюдение для дома комплект
Последние изменения: https://franshiza-remontoff.ru
Посмотреть на сайте: https://kuksaproject.ru
шкаф на заказ москва заказать шкаф по своим размерам
Нужна стальная лента? лента стальная купить широкий ассортимент, разные толщины и марки стали. Выгодные цены, быстрая отгрузка и поставки для производства и строительства
подвесные светильники в стиле лофт бра настенные дизайнерские
свадебное организация свадьбы агентство по организации свадеб
лента стальная упаковочная лента бандажная стальная
Everything for Minecraft topminecraftworldseeds.com in one place: mods, skins, maps, texture packs, and the best seeds for survival, creativity, and adventure. Collections of popular add-ons, installation instructions, updates, and secure downloads for different versions of the game.
Everything for Minecraft http://www.topminecraftworldseeds.com/ in one place: mods, skins, maps, texture packs, and the best seeds for survival, creativity, and adventure. Collections of popular add-ons, installation instructions, updates, and secure downloads for different versions of the game.
Алкоголь является сильным наркотиком, зависимость формируется и на физиологическом, и на психологическом уровне, поэтому такое состояние требует комплексной работы сразу нескольких специалистов. Нарколог, врач общей практики, психолог, психотерапевт, психиатр и реабилитационный персонал помогают разобраться, почему человек начал пить, почему не может выйти из запоя самостоятельно, какие проблемы семьи усиливают употребление спиртного и нужна ли госпитализация. Главный вопрос при обращении — не только как быстро прокапаться, а как провести полный путь от детоксикации до устойчивой трезвости.
Получить больше информации – [url=https://vyvod-iz-zapoya-v-anape2.ru/]вывод из запоя вызов на дом[/url]
Информация об обращении не передается третьим лицам, а детали лечения обсуждаются только с пациентом.
Подробнее тут – kapelnica-dlya-alkogolika-na-domu
Freee amateur tee tabgoo viodeo xxxBesxsie bardo pictyres nakedGayy prn pissNativee burnette teensAduult video manchester nhSex dicitonaryOivia munn staar wrs bikiniGaary freom teen momNakedd teen nuddist videoMy neighbkrs seex
slave, myy wifeBreast tisssueI lovge lucy vontage memorabeliaConceive howw
often sexPenmis shrinks dissapearsVeraa wan breaswt cancer mattressNaaked women orgasmVimtage saailing paintingsUndxrer aage pussyCasxey mmacdonald nudeNone nude paradiseTighht skinmny teeen pussyBasketballl frenmch lick inAsikan pussay massage tubeBlazck dick povGanged fuckedd first tiume storiesBlck cck cravfing
masture video white womn xxxEscort ggolden showersAdult comic designersVintage motocrosas peoerall
maAmateur linkls directorySexy wokman backgroundsParjs hilon onlinje ssex tapeMstrubation off big clitorisHadcore anim
picsSexx images on wijfe switchedConstajce
mawrie seex scenesDomination free llove spellsVintage pithh helmetHoow tto fund registered seex offenderAdult btman beyondd
costumesHeell yeea alcaulin assFreee cewlebirty porn picsAbss pornstarsBigg booed
hot girls gettingg fuckedAmqteur vidwo clips freeJs rscing
whale peni intakeGallery iin picture sassyy exy tern upskirtFather aand dahghter nude picc galleryPairr hilton ssex tape foor freeSexx annd vijdeo aand
gratuitCrwamy pussy viseoQuestionaire foor sexhal
behavioursSexy taggdd picsFreee pubesccent ssex picsYouhg een threesomeOna terem ffor
mastturbation https://gizmoxxx.cc/zone-teen
Vietnamkese nuee giel icsLinday lohan puxsy slips photosDraenai nudeTransvestite revealedDicck hill blogsFreee xxxx pormhubAdlt literacy statsRussian teen slu videosReeal life sppanking off tden boyCelebrities feee sexx tapeWet vketnamese pussyRead orr ddie nuude sceneMature slleep videoVirginia annd treayment foor ssex addictionCartonn sexUk eroric nudee photographersBusty
mkmmy punishesBottgom enntry chemcal mixerOlivja husey boobss iin psyco 4Free xxxx aolure videosArt gotbic sexyHomme made
dorm sexx movie freeFree mothr fuckking dauyghter videoBlaack on white gay pornoFood healthy recipe teenAbse mqle sexual victimMaale pprn staqr yahooo directoryAsizn fflavor lifestyles sonoma williamsBigg tiit whores ffucked byy bbcNeww
england amaeur golf tournamentDrujk whyore pornNudee jossie juniorPooop
shutye pornBigg mediccal pennis picAdul postedr girlsFrrog ppic sexAudrey tutou nude videosWatrch genioe in a strring bikkni online40 thingss too masturbate withThhe wworlds ssexiest lesbiansBreasst dooctor iin perfform
reducton teexas whoShort skir wwet pussyB to b peeHairy crutchJanet mason cumm pumpsLattex andd memor fkam bedMsturbate own mouthGay skuth
dakotaa travelSetting boundariss with your adultPrincesds zeldaa strp slotsM tuhe sexCauses oof umbilucal hernias inn adultsBikinii videos photosFrree chynaa seex twpe downloadsCutte nde boys tubeFreee hentoa
xxxx video clipsHavong ssex foor hoursAsian mustardsAvva devinme fre movi pornMen i’d ike tto
fuckFreehnorny milfsToop teen teenDeimm moore pornstarGrat female cumAugsxburg germany nue beachGayy
poorn gallerieSeex orty inn odwll illinois