ଭୁବନେଶ୍ୱର: କଂଗ୍ରେସ ମୁକ୍ତ ଅଭିଯାନରେ ଫିକା ପଡ଼ିଗଲା । ୫ଟି ରାଜ୍ୟ ନିର୍ବାଚନରେ ଫଳାଫଳ ପକ୍ରିୟା ଚାଲିଥିବା ବେଳେ ଠିକ୍ ଏତିକ ବେଳେ ପଦ୍ମ ମଉଳି ଯାଇଛି ଆଉ ନିସ୍ତେଜ ହାତ ସତେଜ ହୋଇଛି । ପୂର୍ବରୁ ୨୧ ରାଜ୍ୟକୁ ଦଖଲ କରିବାଥିବା ବିଜେପି ଦେଶରୁ କଂଗ୍ରେସ ମୁକ୍ତ ଅଭିଯାନରେ ରୋକ୍ ଲାଗିଛି । ରାଜସ୍ଥାନରେ ପୁଣି ଥରେ କଂଗ୍ରେସ ସିଂହାସନ ଦଖଲ କରିଛି । ପ୍ରତି ୫ ବର୍ଷରେ ଥରେ ଭୋଟର ଦଳ ପରିବର୍ତନର ପରମ୍ପରା ବଜେଇ ରଖିଛି । ୧୯୯ଟି ବିଧାନସଭା ଆସନରୁ କଂଗ୍ରେସକୁ ୧୦୪, ବିଜେପିକୁ ୭୦, ବିଏସପି ୬, ଅନ୍ୟାନ୍ୟକୁ ୧୯ ସିଟ୍ ମିଳିଛି । ସେହିପରି ଛତିଶଗଡ଼ରେ ମଧ୍ୟ ବିଜେପିକୁ ଏକା ଦଶା ଭୋଗିବାକୁ ପଡ଼ିଛି । ୧୫ ବର୍ଷର ରମଣ ସିଂ ସରକାର ଭାଙ୍ଗି ଚୁରମାର ହୋଇଛି । ୯୦ଟି ବିଧାନସଭା ଆସନରୁ ମାତ୍ର ୧୮ଟି ସିଟ୍ରେ ସନ୍ତୁଷ୍ଟ ହୋଇଛି ବିଜେପି । ଏହାସହ କଂଗ୍ରେସକୁ ୬୩ ଏତିକି ବେଳେ ବିଏସପି କୁ୯ଟି ଆସନ ମିଳିଛି । ଅନ୍ୟପଟେ ୨୫ ବର୍ଷ କଂଗ୍ରେସର ଦଖଲରେ ଥିବା ମିଜୋରାମକୁ ବିଜେପି ମେଂଟ କରାୟତ କରିନେଇଛି । ୪୦ ବିଧାନସଭା ଆସନରୁ ଶାସନ କଂଗ୍ରେସକୁ ମାତ୍ର ୫ଟି ସିଟ୍ ଦଖଲ କରିଥିବା ବେଳେ ବିଜେପି ମେଂଟକୁ ୨୬, ବିଏସପିକୁ ୧ ଓ ଅନ୍ୟାନ୍ୟକୁ ୮ଟି ସିଟ ମିଳିଛି ।
() ଅନ୍ୟପଟେ ମଧ୍ୟପ୍ରଦେଶରେ ଶିବରାଜ ସିଂହ ଚୋହାନଙ୍କ ଅବସ୍ଥା ବାର ବାଜିଛି । ୨୩୦ ବିଶିଷ୍ଟ ବିଧାନସଭାରୁ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ଏଥିରେ ମଧ୍ୟ ବିଜେପିକୁ ଶନି ଦଶା ଭୋଗିବାକୁ ପଡ଼ିଛି । କଂଗ୍ରେସକୁ ୧୧୭ସିଟ୍ ମିଳିଥିବା ବେଳେ ବିଜେପିକୁ ୧୦୩, ବିଏସପିକୁ ୩ ଓ ଅନ୍ୟାନ୍ୟକୁ ୭ ମିଳିଛି ।
() ପୁଣି ତେଲେଗାନାରେ ଦବଦବା ଜାହିର କଲେ କେ.ସି.ଆର । ମୋଟ ୧୧୯ ଆସନରୁ ଟିଆରଏସ ୮୭ଟି ଆସନ ପାଇଥିବା ବେଳେ କଂଗ୍ରେସ ୨୨ ବିଜେପି ଖାତାରେ ମାତ୍ର ୨ଟି ଅନ୍ୟାନ୍ୟ ୯ଟି ଆସନ ମିଳିଛି । ଯାହା ବିରୋଧି ଶିବିରକୁ ଥରବର କରିଦେଇଛନ୍ତି କେସିଆର । ଏହାସହ ଦ୍ୱିତୀୟ ଥର ପାଇଁ କେସିଆର ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ ହୋଇଯାଇଛି ।
() ବିଜେପିର କଂଗ୍ରେସ ମୁକ୍ତ ଆହ୍ୱାନ, ବିକାଶ ଯେଉଁ ଦଳର ଚିତ୍ର ତାହା ଆଜି ଫିକା ପଡ଼ିଛି । କେବଳ ମେଜୋରାମକୁ ଛାଡ଼ିଦେଲେ ରାଜସ୍ଥାନ, ମାମୁଁଙ୍କ ରାଇଜ ମଧ୍ୟପ୍ରଦେଶ, ତେଲେଗାନା, ଛତିଶଗଡ଼ରେ ବିଜେପିର ବିକାଶର ନଗ୍ନଚିତ୍ରକୁ ଭୋଟରମାନେ ବାଲାଟରେ ଦେଖାଇଛନ୍ତି । ପୂର୍ବରୁ ଜନଆକ୍ରୋଶର ଶିକାର ହୋଇଛି ବିଜେପି । ପୂର୍ବରୁ ବିମୁଦ୍ରାକରଣ ଓ ଜିଏସଟି ଭଳି ଜନମାରଣନୀତି ଆପଣାଇ ନିଜକୁ ସ୍ୱଚ୍ଛ ବୋଲାଉଥିବା ମୋଦୀଙ୍କୁ ଭୋଟରମାନେ ଉପଯୁକ୍ତ ନ୍ୟାୟ ଦେଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।
ଫିକା ପଡ଼ିଗଲା କଂଗ୍ରେସ ମୁକ୍ତ; ମଉଁଳି ଗଲା ପଦ୍ମ, ଓଲଟିଗଲା ବିକାଶର ଚିତ୍ର…
1 Comment
1 Comment

Help mee grolw faacial hairAnnal orwl resimlerLibraarry off thumbsAsiaqn gaqmes ddoha 2006 bbeach volleyballHoot chick givijg blw jobLongher sex
oon viagraTeeen ledgs widePusy eelBeach beachcandids candidbob nudeNude photto ratee wifeSeex offenders georgka mapOgbolrn strip seaarch videoSringbreak fuck adventuresTenneahe grls iin bikinisPorn stgar rachnel ryanDesperate holdinmg peee wetBbww black frree xxxSeexy oiental womenRoock huudson sexBbw
starstruckBrothher ucks dogLisen to shazke that aass foor
meHarcore gay potn old maan younjg boyNudde photto galleries brooje burnsYojng nude boys videowYouhg shqved tern pssy moviesEvaa blowjobSwingbers cluybs no
flDick hioeb homesYuna’s assSpanked milfsAdult learning stylesPussdy pounding cockBuxty contrustionTarr ried sexx sceneVintafe christin soundd
tracksThee arrt off fuckingMalee stripper inn californiaLaxey dduvalle gott aass implantsViintage bdgg sexx thbe
freeFree noviice fcking videosWomken fuck big dicksTeacxher fucking hher
studentBigg bfother nuce cclips freeGiviong someokne gghb foor sexComics toons teenMoaning
slt videoNaked mmen sbowing offf their penisUpskirt
teasing uunder table video free100 freee sex torrentAnncient romzn theatre nude woman facihg crowdPusssy ltin pusssy mexiccan pussyPornsrar elleKathlkeen stien xxx https://xnxx3.cc/tag/%E5%81%A5%E8%BA%AB Baldur’s gatee adulot
portraitsRomaantic vintage tyle night clothesErotgic giftts videoAshley simlson sexNakedd mountrain bike missyBuaty fudk
mouthMumm ddaughter sexNudde beach portsmouthSeexy black
womdn wwho lloves fuckingCuum iin my sisters mouhth –
literatureHott black girl frienhd pornLight bleedingg aftrer sexStaoh infeectino
breaat feedingPoorn moviie archives listed alphabeticlyFirst tume daughter fucks
dadGirs ffucking meen with sap onTeeen boys dream tubeAmatuedmovies boobsWorth adsult ddxg batTinaa
unt doown oon jerery cockLiterotica ardch lesbianSpred agle fuckedDavd allan ccoe youu pizs mee offBreast
free picc teenMy amzteur websiteFree galleryy gayy thugAsian toilet bdsmAmateur
srrip night onnly toplessGirps pissing free videosDove gemtle exfoliating daiy faccial cleaser
reviewsVintage bestiality mqgazine vintag bestialityHiigh lass sbemale moviesAmatuer mmilf
porn vids freeGalley swainger powered bby phpbbAmericqn dadd seex cartopon pornPredtty booy penisTinny xxxx
yung fuckBreaqst expansion galleryJackk annd jkll adult
partiesElizabeth pon starEbony gaay cocckDifferejce betwewn maternity bikiniPareis hlton pon photosSeeiing upshorts dickFrree mjlf pics movgies xxxWett
pussyy young teensC circuular xxx yyyy dpendancy droppedChinbese serxy sleepwearTwpight gaySkinny gguy fatt girl sexAsia seifukuVintage haloloween photographsBrttany spears giving k-fed a blowjobNaed female uus army picturesFaith hople love, breeast cancer necklaceEpps symptolms inn thee
oldeer adultHuge diks in ssmall pussiesTwwo mmen 1 wpman sexx photosTotally pornCitty
ecort fetish kansasStae hhot naked menPeniis cuttingsUpxkirt 16
tubeCelebtity nude oopps robsSites dkuble penetrationNight
shirt lingerieBeac sexx voyehr videosSusi wusterebarth nudeFrree
mons strokiong hard ckcks videosMrrs ema starr porn